ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି
From Wikipedia, the free encyclopedia
ଅନୁସୂଚିତ ଜାତି ଭାରତୀୟ ସମ୍ବିଧାନର ଅନୁସୂଚିତ ଧାରା ଅନୁସାରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ ବୁଝାଏ ।[1][2] ଜାତିଗତ ଦୃଷ୍ଟିରୁ ଦଳିତ ଓ ହରିଜନ ଆଦି ନାମ ମଧ୍ୟ ଅନୁସୂଚିତ ଜାତି ପାଇଁ ବ୍ୟବହାର କରାଯାଏ ।[3]
ଅନୁସୂଚିତ ଜନଜାତି ବା ଆଦିବାସୀ ସାମୁହିକ ଭାବେ ଆଦିମ ଅଧିବାସୀମାନଙ୍କୁ ବୁଝାଏ । ଓଡ଼ିଶାରେ ୬୨ଟି ଅନୁସୂଚିତ ଜନଜାତିର ଲୋକ ବାସକରନ୍ତି ।