କୁଟିଆ କନ୍ଧ
From Wikipedia, the free encyclopedia
ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକର ଉର୍ଲ୍ଲାଦାନୀ ମୋହନଗିରି, ମାଣିକେରା ଗ୍ରାମ ପଞ୍ଚାୟତ ଓ ଲାଞ୍ଜିଗଡ ବ୍ଲକ, ଥୁ,ରାମପୁର ବ୍ଲକରେ ବଣପାହାଡ ଘାଟି ଉପରେ ଅପହଞ୍ଚ ସ୍ଥାନରେ ବାସ କରନ୍ତି କୁଟିଆ କନ୍ଧ ଆଦିମ ଜନଜାତିର ଆଦିବାସୀମାନେ । ଏମାନେ ଆଧୁନିକ ସଭ୍ୟତାଠାରୁ ଦୂରେଇ ରହିବାଲାଗି ଘଞ୍ଚଜଙ୍ଗଲ ପାହାଡ ଉପରେ ଝରଣା ନିକଟରେ ବସତି ସ୍ଥାପନ କରିଥାନ୍ତି ।