ଗୁଲଜାରୀଲାଲ ନନ୍ଦା
ଭାରତୀୟ ରାଜନୀତିଜ୍ଞ / From Wikipedia, the free encyclopedia
ଗୁଲଜାରୀଲାଲ ନନ୍ଦା (୪ ଜୁଲାଇ ୧୮୯୮ – ୧୫ ଜାନୁଆରୀ ୧୯୯୮) ଜଣେ ଭାରତୀୟ ରାଜନୀତିଜ୍ଞ ଓ ଶ୍ରମ ଓ ଶ୍ରମିକ ସମ୍ପର୍କିତ ସମସ୍ୟା ବିଷୟକ ବିଶେଷଜ୍ଞ ଅର୍ଥନୀତିଜ୍ଞ ।[1][2] ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଯଥା ଜବାହରଲାଲଙ୍କ ମୃତ୍ୟୁ ପରେ ୧୯୬୪ରେ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ୧୯୬୬ରେ ସେ କମ ସମୟ ପାଇଁ ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ଉଭୟ ଥର ଶାସକ ଦଳ ଭାରତୀୟ ଜାତୀୟ କଂଗ୍ରେସର ନିର୍ବାଚିତ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ତାଙ୍କ ଅବଧି ଶେଷ ହୋଇଛି । ୧୯୯୭ରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ପ୍ରଦାନ କରାଯାଇଥିଲା ।
Quick Facts ଗୁଲଜାରୀଲାଲ ନନ୍ଦା, Prime Minister of India Acting ...
ଗୁଲଜାରୀଲାଲ ନନ୍ଦା | |
---|---|
Prime Minister of India Acting | |
କାର୍ଯ୍ୟକାଳ 11 January 1966 – 24 January 1966 | |
ରାଷ୍ଟ୍ରପତି | Sarvepalli Radhakrishnan |
ପୂର୍ବ ଅଧିକାରୀ | Lal Bahadur Shastri |
ପର ଅଧିକାରୀ | Indira Gandhi |
କାର୍ଯ୍ୟକାଳ 27 May 1964 – 9 June 1964 | |
ରାଷ୍ଟ୍ରପତି | Sarvepalli Radhakrishnan |
ପୂର୍ବ ଅଧିକାରୀ | Jawaharlal Nehru |
ପର ଅଧିକାରୀ | Lal Bahadur Shastri |
Minister of Home Affairs | |
କାର୍ଯ୍ୟକାଳ 29 August 1963 – 14 November 1966 | |
ପ୍ରଧାନ ମନ୍ତ୍ରୀ | Jawaharlal Nehru Lal Bahadur Shastri Indira Gandhi |
ପୂର୍ବ ଅଧିକାରୀ | Lal Bahadur Shastri |
ପର ଅଧିକାରୀ | Yashwantrao Chavan |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1898-07-04)୪ ଜୁଲାଇ ୧୮୯୮ Sialkot, Punjab, British India (now in Punjab, Pakistan) |
ମୃତ୍ୟୁ | ୧୫ ଜାନୁଆରୀ ୧୯୯୮(1998-01-15) (ବୟସ ୯୯) Ahmedabad, Gujarat, India |
ରାଜନୀତିକ ଦଳ | Indian National Congress |
ଜୀବନ ସାଥୀ | Lakshmi |
ସନ୍ତାନ | 2 sons and 1 daughter |
ଶିକ୍ଷାନୁଷ୍ଠାନ | Allahabad University |
Close