ଜର୍ଜ ଫ୍ଲଏଡ ଜନଆନ୍ଦୋଳନ
From Wikipedia, the free encyclopedia
ଜର୍ଜ ଫ୍ଲଏଡ ଜନଆନ୍ଦୋଳନ ଏକ ବିକ୍ଷୋଭ ଶୃଙ୍ଖଳ ଯାହା ଆମେରିକୀୟ ବର୍ଣ୍ଣବୈଷମ୍ୟର ଶିକାର ହୋଇ ପ୍ରାଣ ହରାଇଥିବା କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡଙ୍କୁ ନ୍ୟାୟ ଦେବା ପାଇଁ ସର୍ବପ୍ରଥମେ ଆରମ୍ଭ କରାଯାଇଥିଲା ।[1] ଏହି ଆନ୍ଦୋଳନ ୨୦୨୦ ମସିହା ମଇ ୨୬ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ମିନେଆପଲିସ ସହରରୁ ଆରମ୍ଭ ହୋଇଥିଲା ।[2]
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |