ପୁଡୁଚେରୀ
From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Quick Facts ପୁଡୁଚେରୀ Territoire de l'Union de Pondichéry புதுச்சேரிPondichéryPondicherry, ଦେଶ ...
ପୁଡୁଚେରୀ
Territoire de l'Union de Pondichéry புதுச்சேரி Pondichéry Pondicherry | |
---|---|
union territory | |
ଦେଶ | India |
Established | 7 Jan 1963 |
Capital and Largest city | ପଣ୍ଡିଚେରୀ |
ଜିଲ୍ଲା | 4 |
Government | |
• Lieutenant Governor | A. K. Singh (additional charge) [1] |
• Chief Minister | N. Rangaswamy (AINRC) |
• Legislature | Unicameral (33*seats) |
Area | |
• ସମୁଦାୟ | 492 km2 (190 sq mi) |
Population | |
• Total | ୧୨,୪୪,୪୬୪ |
• Rank | 2nd |
• Density | 2,500/km2 (6,600/sq mi) |
Time zone | UTC+05:30 (IST) |
ISO 3166 code | IN-PY |
ସରକାରୀ ଭାଷା | Tamil Malayalam Telugu French |
Website | www.py.gov.in [2][3] |
^* 30 elected, 3 nominated |
Close
ପୁଡୁଚେରୀ ଭାରତର ଏକ କେନ୍ଦ୍ରଶାସିତ ଅଞ୍ଚଳ । ୧୭୬୧, ଜାନୁଆରୀ ୧୬ରେ ଫରାସୀଙ୍କଠାରୁ ଇଂରେଜମାନେ ପଣ୍ଡିଚେରୀକୁ ଅଧିକୃତ କରିଥିଲେ । ଦେଶ ସ୍ୱାଧୀନ ହେବା ପରେ ଏହାକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା । ୨୦୦୬ ସେପ୍ଟେମ୍ବରରେ ଏହାର ନାମକୁ ପରିବର୍ତ୍ତନ କରି ପୁଡୁଚେରୀ (ତାମିଲ ଭାଷାରେ ଅର୍ଥ- ନୂଆ ଗ୍ରାମ) ରଖାଗଲା । [4] ପୁଡୁଚେରୀକୁ ଏକ ସ୍ୱତନ୍ତ୍ର ମାନ୍ୟତା ଦିଆଯାଇଛି, ଫଳରେ ସ୍ୱତନ୍ତ୍ର ରାଜ୍ୟ ନ ହୋଇଥିଲେ ମଧ୍ୟ ଏଠାରେ ଏକ ବିଧାନ ସଭା ରହିଛି । କିଛି କିଛି ସ୍ୱତନ୍ତ୍ର କ୍ଷେତ୍ରରେ ଆଇନ ତିଆରି କରିବା ବ୍ୟବସ୍ଥା ମଧ୍ୟ ଏଥିରେ ରହିଛି।