ବଡ଼ ଏରା
From Wikipedia, the free encyclopedia
ବଡ଼ ଏରା (ବୈଜ୍ଞାନିକ ନାମ: Phoenicopterus roseus) ସର୍ବାଧିକ ଦେଖା ଯାଉଥିବା ଏରା (ଇଂରାଜୀରେ "ଫ୍ଲେମିଙ୍ଗୋ") ପ୍ରଜାତି । ଏମାନେ ମୁଖ୍ୟତଃ ଆଫ୍ରିକା ମହାଦେଶ , ଭାରତୀୟ ଉପମହାଦେଶ ଓ ମଧ୍ୟ ପ୍ରାଚ୍ୟ ତଥା ଦକ୍ଷିଣ ଇଉରୋପରେ ଦେଖା ଯାଇଥାନ୍ତି । ଏମାନଙ୍କୁ ଓଡ଼ିଆରେ ପଦ୍ମନାଡ଼ି ମଧ୍ୟ କୁହାଯାଏ ।