ବିକ୍ରମ ବାତ୍ରା
ପରମ ବୀର ଚକ୍ର ସମ୍ମାନିତ ଭାରତୀୟ ସୈନିକ / From Wikipedia, the free encyclopedia
ବିକ୍ରମ ବାତ୍ରା ପରମ ବୀର ଚକ୍ର (୯ ସେପ୍ଟେମ୍ବର ୧୯୭୪ - ୭ ଜୁଲାଇ ୧୯୯୯) ଜଣେ ଭାରତୀୟ ସେନା ଅଧିକାରୀ ଥିଲେ । କାରଗିଲ ଯୁଦ୍ଧ ସମୟରେ କରିଥିବା କାର୍ଯ୍ୟ ପାଇଁ ତାଙ୍କୁ ସର୍ବୋଚ୍ଚ ଭାରତୀୟ ସାମରିକ ସମ୍ମାନ ଭାରତୀୟ ସମ୍ମାନ ପରମ ବୀର ଚକ୍ରପ୍ରଦାନ କରାଯାଇଥିଲା; ୭ ଜୁଲାଇ ୧୯୯୯ରେ, ଜମ୍ମୁ-କାଶ୍ମୀରର କାରଗିଲ ଜିଲ୍ଲାର ଏରିଆ ଲେଜ୍, ପଏଣ୍ଟ ୪୮୭୫ର ଆଖପାଖ ଅଞ୍ଚଳରେ ପାକିସ୍ତାନୀ ସେନ୍ୟଙ୍କ ସହିତ ଲଢ଼ି ଶହୀଦ ହୋଇଥିଲେ ।
Quick Facts କ୍ୟାପ୍ଟେନବିକ୍ରମ ବାତ୍ରା ପରମ ବୀର ଚକ୍ର, ଜନ୍ମ ...
କ୍ୟାପ୍ଟେନ ବିକ୍ରମ ବାତ୍ରା | |
---|---|
ଜନ୍ମ | (1974-09-09)୯ ସେପ୍ଟେମ୍ବର ୧୯୭୪ ପାଲାମପୁର, ହିମାଚଳ ପ୍ରଦେଶ, ଭାରତ |
ମୃତ୍ୟୁ | ୭ ଜୁଲାଇ ୧୯୯୯(1999-07-07) (ବୟସ ୨୪) କାରଗିଲ, ଜାମ୍ମୁ ଓ କାଶ୍ମୀର (ଏବେକାର ଲଦାଖ) |
ନିଯୁକ୍ତିଦାତା | Republic of India |
ସେବା/ | Indian Army |
କାର୍ଯ୍ୟକାଳ | ୧୯୯୭–୧୯୯୯ |
ପଦବୀ | କ୍ୟାପ୍ଟେନ |
ସେବା ସଂଖ୍ୟା | IC-57556H |
ସେନା ବିଭାଗ | ୧୩ ଜାମ୍ମୁ କାଶ୍ମୀର ରାଇଫଲ |
ସଂଘର୍ଷ/ଯୁଦ୍ଧ | କାରଗିଲ ଯୁଦ୍ଧ (୧୯୯୯) |
ପୁରସ୍କାର | ପରମ ବୀର ଚକ୍ର |
ଶିକ୍ଷାନୁଷ୍ଠାନ |
|
Close