ସରୋଜିନୀ ନାଇଡୁ
ସନ ୧୯୪୭ରୁ ୧୯୪୯ ପର୍ଯ୍ୟନ୍ତ ଆଗ୍ରା ଓ ଔଧ ମିଳିତ ପ୍ରଭିନ୍ସର ଗଭର୍ନର ଥିଲେ / From Wikipedia, the free encyclopedia
ସରୋଜିନୀ ନାଇଡୁ ଜଣେ କବି, ନାରୀନେତ୍ରୀ ଓ ବାଗ୍ମୀ ହିସାବରେ ସେ ପରିଚିତା । ସେ ଦେଶର ପ୍ରଥମ ମହିଳା ରାଜ୍ୟପାଳ ଓ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ମହିଳା ଅଧ୍ୟକ୍ଷ ଥିଲେ । ସରୋଜିନୀଙ୍କୁ ଭାରତୀୟ କୋକିଳ ବୋଲି କୁହାଯାଏ । [2][3] ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଗାନ୍ଧିଜୀଙ୍କ ସହଯୋଗୀ ରୂପେ ସରୋଜିନୀ ନାଇଡୁଙ୍କ ଅବଦାନ ଅତୁଳନୀୟ । ଜଣେ ଇଂରାଜୀ କବି ରୂପେ ଭାରତୀୟ ଇଂରାଜୀ ସାହିତ୍ୟର ଇତିହାସରେ ତାଙ୍କ ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
Quick Facts ସରୋଜିନୀ ନାଇଡୁ, ଜନ୍ମ ...
ସରୋଜିନୀ ନାଇଡୁ | |
---|---|
ଜନ୍ମ | Sarojini Chattopadhyay (1879-02-13)୧୩ ଫେବୃଆରୀ ୧୮୭୯ |
ମୃତ୍ୟୁ | ୨ ମାର୍ଚ୍ଚ ୧୯୪୯(1949-03-02) (ବୟସ ୭୦) |
ଶିକ୍ଷାନୁଷ୍ଠାନ | University of Madras King's College London Girton College, Cambridge |
ବୃତ୍ତି(ସମୂହ) | Political activist, feminist, poet-writer |
Title | The Nightingale of India;[1] Governor of the United Provinces of Agra and Oudh |
ସେବା-କାଳ | 15 August 1947 – 2 March 1949 |
Predecessor | Francis Verner Wylie |
Successor | Hormasji Peroshaw Mody |
ରାଜନୈତିକ ଦଳ | Indian National Congress |
ଆନ୍ଦୋଳନ | Indian independence movement |
ବୈବାହିକ-ସାଥୀ | Govindarajulu Naidu (1898–1949) |
ସନ୍ତାନ | Padmaja and four others |
ପିତାମାତା(s) | Aghore Nath Chattopadhyay, Barada Sundari Devi |
ସମ୍ପର୍କୀୟ | Harindranath Chattopadhyay, Virendranath Chattopadhyay, Suhasini Chattopadhyay |
Close