ସାହିତ୍ୟ ଏକାଡେମୀ
From Wikipedia, the free encyclopedia
ସାହିତ୍ୟ ଏକାଡେମୀ ଭାରତର ରାଷ୍ଟ୍ରୀୟ ସାହିତ୍ୟ ସଂସ୍ଥା । ଭାରତର ବିଭିନ୍ନ ପ୍ରାନ୍ତର ବିବିଧ ଭାଷା ସାହିତ୍ୟର ବିକାଶ ପାଇଁ ଏହା ହେଉଛି ସର୍ବୋଚ୍ଚ ସଂସ୍ଥା ।[1] ଏହା ୧୯୫୪ ମସିହା ମାର୍ଚ୍ଚ ୧୩ ତାରିଖରେ ସ୍ଥାପିତ ହୋଇଥିଲା । ଏହାର ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀର ରବୀନ୍ଦ୍ର ଭବନରେ ଅବସ୍ଥିତ । ଯଦ୍ଦ୍ୟପି ସାହିତ୍ୟ ଏକାଡେମୀ ଭାରତ ସରକାରଙ୍କଠାରୁ ଅନୁଦାନ ପାଇଥାଏ, ଏହା ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ ।
Quick Facts ସାହିତ୍ୟ ଏକାଡେମୀ, ଛୋଟ ନାଆଁ ...
ସାହିତ୍ୟ ଏକାଡେମୀ | |
---|---|
ଛୋଟ ନାଆଁ | SA |
ସ୍ଥାପନା | 12 ମାର୍ଚ୍ଚ 1954 (1954-03-12) (୭୦ ବର୍ଷ ପୂର୍ବରୁ) |
ମୁଖ୍ୟାଳୟ | ରବୀନ୍ଦ୍ର ଭବନ, ଦିଲ୍ଲୀ |
ଅବସ୍ଥାନ | ନୂଆ ଦିଲ୍ଲୀ, ଭାରତ |
ଅଞ୍ଚଳ | ଭାରତ |
ଅଧକ୍ଷ | ଚନ୍ଦ୍ରଶେଖର କମ୍ବରା |
ୱେବ୍ସାଇଟ | sahitya-akademi |
Close