ସ୍କ୍ରିଲେକ୍ସ
ଆମେରିକୀୟ ଇଲେକ୍ଟ୍ରୋନିକ୍ ସଙ୍ଗୀତଜ୍ଞ, ପ୍ରଯୋଜକ, ଡିଜେ / From Wikipedia, the free encyclopedia
ସନି ଜନ ମୋର (Sonny John Moore)
Skrillex | |
---|---|
Background information | |
ଜନ୍ମ ସମୟରେ ନାମ | Sonny John Moore |
ଜନ୍ମ | (1988-01-15) ୧୫ ଜାନୁଆରୀ ୧୯୮୮ (ବୟସ ୩୬) Highland Park, Los Angeles, California, United States |
ଶୈଳୀ |
|
ପେଷା |
|
ବାଦ୍ୟଯନ୍ତ୍ର |
|
କାର୍ଯ୍ୟକାଳ | 2004–present |
ଲେବଲ |
|
ଅନ୍ୟ ଅଂଶଗ୍ରହଣ |
|
ୱେବସାଇଟ | www |
ସନି ଜନ ମୋର (Sonny John Moore) ଜନ୍ମ ଜାନୁୟାରୀ ୧୫,୧୯୮୮। ପେଶାଗତ ନାମ ସ୍କ୍ରିଲେକ୍ସ|
ସ୍କ୍ରିଲେକ୍ସ ହେଉଛନ୍ତି ଜଣେ ଆମେରିକିୟ ଇଲେକ୍ଟ୍ରୋନିକ୍ ସଂଗୀତ ପ୍ରଯୋଜକ,ଡିଜେ(DJ),ସଙ୍ଗୀତ ଲେଖକ ଏବଂ ଗାୟକ। ଉତ୍ତରପୂର୍ବ ଏନ୍ଜେଲେସ୍ରେ ବାଲ୍ଲ୍ୟ ଜୀବନ ସମୟରେ ସନି ଜନ ମୋର ପୋଷ୍ଟ ହାର୍ଡକୋର୍ ସାଙ୍ଗିତିକ ଦଳରେ ପ୍ରମୂଖ ସଙ୍ଗୀତକାର ଭାବେ ଯୋଗ ଦେଇଥିଲେ ଏବଂ ୨୦୦୭ରେ ନିଜସ୍ୱ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ସେ ଏହି ବ୍ୟାଣ୍ଡ୍ ସହିତ ଦୁଇଟି ସ୍ଟୁଡିଓ ଆଲବମ୍ କରିଥିଲେ । [2][3] [4]।୨୦୦୭ର ସେଶ ଭାଗରେ ନିଜସ୍ୱ କ୍ୟାରିୟର ଆରମ୍ଭ କରିବା ପୂର୍ବରୁସନି ବିଭି୍ର୍ନ ସାଖ୍ୟାତକାର ଏବଂ ପ୍ରେସଯାତ୍ରାରେ ଯୋଗଦେଇଥିଲେ। ଓ ସେଠି ସେ ଅନ୍ୟ All Time Low ଏବଂ The Rocket Summer ଭଳି ବ୍ୟାଣ୍ଡ୍ଙ୍କୁ ସମର୍ଥନ କରିଥିଲେ।ଏବଂ ତାଙ୍କୁ ବାର୍ଶିକ Alternative Press'ର "100 Bands You Need to Know"ର ମୁଖ୍ୟ ପୃଷ୍ଠାରେ ଦେଖିବାକୁ ମିଳିଥିଲା।
୨୦୦୯ରେ Gypsyhook Ep ଆସିବା ପରେ ମୋର ଏକ ଷ୍ଟୁଡିଓରେ ପ୍ରଥମ ଆଲବମ ବେଲ୍ଳସ୍ ଅଭିଲିିଖିତ କରିବା ପାଈଁ ନିଷ୍ପତି ନେଇଥିଲେ,କିନ୍ତୁ ସେ ପରେ ସେହି ଆଲବମର ପ୍ରଯୋଜନା ବନ୍ଦ କରିଦେଇଥିଲେ,ଏବଂ ସ୍କ୍ରିଲେକ୍ସ ନାମରେ ସମ୍ପାଦନ କରିବା ଆରମ୍ଭ କରିଥିଲେ।My Name Is SkrillexEPକୁ ମାଗଣାରେ ତାଙ୍କ MySpaceପୃଷ୍ଠାରେ ପ୍ରକାଶ କରିଥିଲେ। ପରବର୍ତୀକାଳରେ ସେ ୨୦୧୦ରେ scarry monster and nice sprites EP ଏବଂରେ ୨୦୧୧ରେ more monsters and sprites ପ୍ରକାଶ କରିଥିଲେ,ତାଙ୍କ ଏହି ଦୁଇଟି ଆଲବମ୍ ବହୁତ ସଫଳତା ପାଇଥିଲା। ନଭେମ୍ବର ୩୦ ୨୦୧୧ ରେ, ୫୪ତମ Grammy Awardsରେ ସେ ସର୍ବମୋଟ ପାଞ୍ଚ ଥର ଗ୍ରାମୀ ଆୱାର୍ଡ ପାଈଁ ମନନୋୟନ୍ ହୋଇଥିଲେ।ସେହି ବର୍ଷ ଗ୍ରାମୀରେ ସେ ଉତ୍ତମ ନୂତନ କଳାକାର(Best New Artist) ସହ ଅନ୍ୟ ତିନି best dance/electronica album ,Best Dance Recording,and Best remixed recording,ପୁରସ୍କାର ପାଈଁ ମନନୋୟନ୍ ହେଇଥିଲେ । ଡିସେମ୍ବର ୫,୨୦୧୧, BBC skrillexଙ୍କୁ ସେହିବର୍ଷ Sound Of ୨012 ଘୋଷଣା କରିଥିଲେ । ଡିସେମ୍ବର ୧୨,୨୦୧୧ରେ ସେ MTV ସେହି ବର୍ଷ Eectronic Dance Music Artist ଅଫ ଦି ୟ୍ୟର ରୂପେ ଘୋଷଣା କରିଥିଲା।ସ୍କ୍ରିଲେକ୍ସ ଏକମାତ୍ର Eectronic Dance Music Artist ଯିଏ କୀ ମୋଟ ୮ଟି Grammy Awards ସହିତ ସବୁଠୁ ଅଧିକ ଗ୍ରାମୀ ଆୱାର୍ଡ ଜିତି ଥିବା Eectronic Dance Music Artist ।