ସ୍ମାର୍ଟ ସିଟିFrom Wikipedia, the free encyclopedia ସ୍ମାର୍ଟ ସିଟି ଏଭଳି ଏକ ସହର ,ଯେଉଁଠି ସମସ୍ତ ମୌଳିକ ଭିତ୍ତିଭୂମି ରହିବ । ଏହାଦ୍ୱାରା ସବୁକିଛି ହାତ ପାହାନ୍ତାରେ ମିଳିଯିବ । ଏହା ସହ ଏକ ସୁସ୍ଥ ଓ ସୁନ୍ଦର ବାତାବରଣ ମଧ୍ୟରେ ବଞ୍ଚିବାକୁ ଲୋକେ ସୁଯୋଗ ପାଇବେ । ସ୍ମାର୍ଟ ରଣନୀତିଦ୍ୱାରା ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆସିବ ।
ସ୍ମାର୍ଟ ସିଟି ଏଭଳି ଏକ ସହର ,ଯେଉଁଠି ସମସ୍ତ ମୌଳିକ ଭିତ୍ତିଭୂମି ରହିବ । ଏହାଦ୍ୱାରା ସବୁକିଛି ହାତ ପାହାନ୍ତାରେ ମିଳିଯିବ । ଏହା ସହ ଏକ ସୁସ୍ଥ ଓ ସୁନ୍ଦର ବାତାବରଣ ମଧ୍ୟରେ ବଞ୍ଚିବାକୁ ଲୋକେ ସୁଯୋଗ ପାଇବେ । ସ୍ମାର୍ଟ ରଣନୀତିଦ୍ୱାରା ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆସିବ ।