ହରିଲାଲ ଗାନ୍ଧୀ
ମହାତ୍ମା ଗାନ୍ଧୀଙ୍କ ପୁଅ / From Wikipedia, the free encyclopedia
ହରିଲାଲ ମୋହନଦାସ ଗାନ୍ଧୀ (ଅନ୍ୟନାମ ଅବଦୁଲ୍ଲା ଗାନ୍ଧୀ; ୨୩ ଅଗଷ୍ଟ ୧୮୮୮ – ୧୮ ଜୁନ ୧୯୪୮)[1] ମହାତ୍ମା ଗାନ୍ଧୀ ଏବଂ କସ୍ତୁରବା ଗାନ୍ଧୀଙ୍କ ଜ୍ୟେଷ୍ଠ ପୁତ୍ର ।[2] ତାଙ୍କର ତିନି ସାନ ଭାଇ ଥିଲେ: ମଣିଲାଲ ଗାନ୍ଧୀ, ରାମଦାସ ଗାନ୍ଧୀ ଏବଂ ଦେବଦାସ ଗାନ୍ଧୀ ।
Quick Facts ହରିଲାଲ ଗାନ୍ଧୀ, ଜନ୍ମ ...
ହରିଲାଲ ଗାନ୍ଧୀ | |
---|---|
ଜନ୍ମ | ହୀରାଲାଲ ମୋହନଦାସ ଗାନ୍ଧୀ (ପରେ, ଅବଦୁଲ୍ଲ ଏବଂ ପରେ ହରିଲାଲ ଗାନ୍ଧୀ) (1888-08-23)୨୩ ଅଗଷ୍ଟ ୧୮୮୮ ଦିଲ୍ଲୀ, ବ୍ରିଟିଶ ଭାରତ |
ମୃତ୍ୟୁ | ୧୮ ଜୁନ ୧୯୪୮(1948-06-18) (ବୟସ ୫୯) |
ଅନ୍ୟ ନାମ | ହୀରାଲାଲ ଗାନ୍ଧୀ |
ବୈବାହିକ-ସାଥୀ | ଗୁଲାବ ଗାନ୍ଧୀ |
ସନ୍ତାନ | ୫
|
ପିତାମାତାs |
|
Close