ୱାଟରଲୁ ଯୁଦ୍ଧ
From Wikipedia, the free encyclopedia
ୱାଟରଲୁ ଯୁଦ୍ଧ ୧୮ ଜୁନ ୧୮୧୫ ମସିହା ରବିବାର ଦିନ ୱାଟରଲୁ (ଏବେକାର ବେଲଜିଅମ ) ନିକଟରେ ଫ୍ରାନ୍ସ ଏବଂ ବ୍ରିଟିଶମାନଙ୍କ ମଧ୍ୟରେ ଘଟିଥିଲା । ଫ୍ରାନ୍ସର ନେତୃତ୍ୱ ନେପୋଲିୟନ ବୋନାପାର୍ଟ ନେଉଥିଲେ । ଅନ୍ୟ ପକ୍ଷ୍ୟରେ ବ୍ରିଟିଶ ଏବଂ ପ୍ରୁସିଆର ସୈନ୍ୟମାନେ ଥିଲେ । ଏହି ଯୁଦ୍ଧରେ ନେପୋଲିୟନ ପରାସ୍ତ ହୋଇଥିଲେ । ଏହି ଯୁଦ୍ଧ ନେପୋଲିୟନଙ୍କର ଶେଷ ଯୁଧ୍ୟ ଥିଲା । ଏହି ଯୁଦ୍ଧଟିରେ ପ୍ରଥମ ଫ୍ରେଞ୍ଚ ସାମ୍ରାଜ୍ୟ ହାରିବା ସହିତ ଭବିଷ୍ୟତରେ ହେବାକୁଥିବା ଦଶନ୍ଧି ଧରି ଇଉରୋପରେ ଯୁଦ୍ଧର ମୁଳୋତ୍ପାଟନ କରିଥିଲା ।
Quick Facts ୱାଟରଲୁ ଯୁଦ୍ଧ, ତିଥି ...
ୱାଟରଲୁ ଯୁଦ୍ଧ | |||||
---|---|---|---|---|---|
ୱିଲିୟମ ସ୍ୟାଡଲରଙ୍କ ତୂଳୀରୁ ଅଙ୍କିତ ୱାଟରଲୁ ଯୁଦ୍ଧ |
|||||
|
|||||
ପକ୍ଷ | |||||
ପ୍ରଥମ ଫ୍ରେଞ୍ଚ ସାମ୍ରାଜ୍ୟ | ସପ୍ତମ ଗଠବନ୍ଧନ:
|
||||
Commanders and leaders | |||||
ନେପୋଲିୟନ ବୋନାପାର୍ଟ | ଆର୍ଥର ୱେଲ୍ସଲି, ୱେଲିଙ୍ଗଟନର ପ୍ରଥମ ଡ୍ୟୁକ ଗେଭାର୍ଡ |
||||
Strength | |||||
ମୋଟ: ୭୩,୦୦୦[1]
| ମୋଟ: ୧୧୮,୦୦୦ |
||||
କ୍ଷୟକ୍ଷତି | |||||
ମୋଟ: ୪୧,୦୦୦ | ମୋଟ: ୨୪,୦୦୦ ବ୍ରିଟିଶ-ଗଠବନ୍ଧନ: ୧୭,୦୦୦
ପ୍ରୁସିଆ: ୭,୦୦୦
|
Close