ଆଇଭର୍ମେକ୍ଟିନ୍
From Wikipedia, the free encyclopedia
ଆଇଭର୍ମେକ୍ଟିନ୍ ଔଷଧ ଅନେକ ପ୍ରକାରର ପରଜୀବୀ ବିରୁଦ୍ଧରେ କାମ କରେ ।[1] ମୁଣ୍ଡ ଉକୁଣୀ,[2] କାଛୁ,[3], ନଦୀ ଅନ୍ଧତ୍ୱ,[4] ସ୍ଟ୍ରଙ୍ଗିଲଏଡିଆସିସ୍[5] ଓ ଫାଇଲେରିଆ ରୋଗ ନିମନ୍ତେ ଦିଆଯାଏ ।[6] ଏହା ଚର୍ମରେ ଲଗେଇଦିଆଯାଏ ବା ପାଟିରେ ଦିଆଯାଏ । ଆଖିଠାରୁ ଦୂରରେ ରଖିବେ । [2]
Clinical data | |
---|---|
Trade names | Stromectol |
AHFS/Drugs.com | monograph |
MedlinePlus | a607069 |
Pregnancy category |
|
Routes of administration | Oral, topical |
ATC code | |
Legal status | |
Legal status |
|
Pharmacokinetic data | |
Protein binding | 93% |
Metabolism | Liver (CYP450) |
Elimination half-life | 18 hours |
Excretion | Feces; <1% urine |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEMBL | |
PDB ligand | |
ECHA InfoCard | 100.067.738 |
Chemical and physical data | |
Formula | ଛାଞ୍ଚ:Chem (22,23-dihydroavermectin B1a) ଛାଞ୍ଚ:Chem (22,23-dihydroavermectin B1b) |
Molar mass | 875.10 g/mol |
InChI
| |
NY (what is this?) (verify) |
ଏହି ଔଷଧ ଯୋଗୁ ଲାଲ ଆଖି, ଶୁଖିଲା ଚମ ଓ ଚର୍ମ ଜ୍ୱାଳା ଭଳି ପାର୍ଶ୍ୱ ପ୍ରତିକ୍ରିୟା ହୁଏ ।[2] ଗର୍ଭବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ନୁହେଁ, କିନ୍ତୁ ସ୍ତନ୍ୟପାନ ସମୟରେ ଠିକ୍ ଥିବା ଜଣାଯାଏ ।[7] ଅମେରୁଦଣ୍ଡୀ ପ୍ରାଣୀଙ୍କ କୋଷିକା ପ୍ରାଚୀରକୁ ସୁଭେଦୀ କରିଦେବା ଫଳରେ ମୃତ୍ୟୁ ହୁଏ । ଏହା ଆଭର୍ମେକ୍ଟିନ୍ ଶ୍ରେଣୀର ଔଷଧ । [2]
ସନ ୧୯୭୫ରେ ଏହା ଆବିଷ୍କୃତ ହେବା ପରେ ସନ ୧୯୮୧ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଗଲା ।[6][8] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[9] ଏହାର ଗୋଟିଏ କୋର୍ସ ଚିକିତ୍ସା ନିମନ୍ତେ ୦.୧୨ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[10] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବାବଦ ୨୫ରୁ ୫୦ ଡଲାର ଖର୍ଚ୍ଚ ହୁଏ ।[5] ପଶୁମାନଙ୍କର ହାର୍ଟୱର୍ମ ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ଏହା ଦିଆଯାଏ ।[1]