ଆମିସଲପ୍ରାଇଡ
ଏହା ଏକ ଔଷଧ ଯାହା ସ୍କିଜୋଫ୍ରେନିଆର ଚିକିତ୍ସା ପାଇଁ ଓ ଅସ୍ତ୍ରୋପଚାର ପରବର୍ତ୍ତୀ ଅଇ ତଥା ବାନ୍ତିର (PONV) ପ୍ରତିର / From Wikipedia, the free encyclopedia
ଆମିସଲପ୍ରାଇଡ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ସୋଲିଆନ୍, ଏକ ଔଷଧ ଯାହା ସ୍କିଜୋଫ୍ରେନିଆର ଚିକିତ୍ସା ପାଇଁ ଓ ଅସ୍ତ୍ରୋପଚାର ପରବର୍ତ୍ତୀ ଅଇ ତଥା ବାନ୍ତିର (PONV) ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ । [8] [9] ଏହା ପାଟିରେ ଦିଆଯାଏ କିମ୍ବା ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [8] [9]
Clinical data | |
---|---|
Trade names | Solian, Barhemsys, Socian, Deniban, others |
Synonyms | APD421 |
AHFS/Drugs.com | monograph |
data |
|
Pregnancy category | |
Routes of administration | By mouth, intravenous |
Legal status | |
Legal status |
|
Pharmacokinetic data | |
Bioavailability | 48%[4][5] |
Protein binding | 16%[5] |
Metabolism | Liver (minimal; most excreted unchanged)[5] |
Elimination half-life | 12 hours[4] |
Excretion | Kidney[4] (23–46%),[6][7] Faecal[5] |
Identifiers | |
IUPAC name
| |
ECHA InfoCard | 100.068.916 |
Chemical and physical data | |
Formula | C17H27N3O4S |
Molar mass | ୩୬୯.୪୮ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ସ୍ତନ ଯନ୍ତ୍ରଣା, ଯୌନ ଅସୁବିଧା ଏବଂ କମ୍ ପୋଟାସିୟମ୍ ହୋଇପାରେ । [8] [9] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି (QT) ବିସ୍ତାର, ଉଚ୍ଚ ରକ୍ତ ଶର୍କରା ଏବଂ ଅସ୍ୱାଭାବିକ ଲିପିଡ ହୋଇପାରେ । [8] [9] ଗର୍ଭାବସ୍ଥାରେ ଏହାର ନିରାପତ୍ତା ଅସ୍ପଷ୍ଟ ଥିବାବେଳେ ଏହା ଅନ୍ୟ ପ୍ରାଣୀମାନଙ୍କ ବ୍ୟବହାରରେ କ୍ଷତି ଘଟାଇଛି। [10] ଏହା ଏକ ଆଟିପିକାଲ୍ ଆଣ୍ଟିସାଇକୋଟିକ୍ ଯାହା ଡୋପାମାଇନ ଡି<sub id="mwQQ">୨</sub> (D<sub id="mwQQ">2)</sub> ଏବଂ ଡି<sub id="mwQw">୩</sub> (D <sub id="mwQw">3)</sub> ରିସେପ୍ଟରଗୁଡିକୁ ଅବରୋଧ କରି କାର୍ଯ୍ୟକ୍ଷମ ହେଉଥିବା ବିଶ୍ୱାସ କରାଯାଏ । [8]
ଆମିସୁଲପ୍ରାଇଡ୍ ୧୯୯୨ ମସିହାରୁ ଚିକିତ୍ସା ବ୍ୟବହାରରେ ଅଛି । [11] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [8] ଯୁକ୍ତରାଜ୍ୟରେ ୪୦୦ ମିଗ୍ରାର ୬୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ £ ୪୨ ଅଟେ । [8] ଯୁକ୍ତରାଷ୍ଟ୍ରରେ ଏକ ୫ ମିଗ୍ରା ଭାଏଲର ମୂଲ୍ୟ ୪୫ ଡଲାର । [12]