ଉଇକିବିଦ୍ୟାଳୟ
From Wikipedia, the free encyclopedia
ଉଇକିବିଦ୍ୟାଳୟ English: Wikiversity ଏକ ଉଇକି ପରିଯୋଜନା ଅଟେ,[2][3] ଯାହାର ସଞ୍ଚାଳନ ଉଇକିମିଡ଼ିଆ ସଂସ୍ଥାନ କରିଥାଏ । ଏହାର ଉଦ୍ଦେଶ୍ୟ ନିଶୁଳ୍କ ସଖିବାର ସାମଗ୍ରୀ ଏବଂ ଲୋକମାନଙ୍କୁ ସହଯୋଗ ଦେଇଥାଏ । ଏହା ଉଇକିପିଡ଼ିଆରୁ ବହୁତ ଅଲଗା ଏବଂ ଜଣା ଯାଇଥିବା ପାଠ୍ୟକ୍ରମ ଏବଂ ଅଭ୍ୟାସ ପରି ପ୍ରସ୍ତୁତ କରିଥାଏ ।
Quick Facts ୟୁ.ଆର.ଏଲ, ସ୍ଳୋଗାନ ...
ୟୁ.ଆର.ଏଲ | www |
---|---|
ସ୍ଳୋଗାନ | "ମୁକ୍ତ ରୂପେ ଶିକ୍ଷା" |
ବ୍ୟବସାୟିକ | ନା |
ସାଇଟର ପ୍ରକାର | Educational, self study |
ରେଜେଷ୍ଟ୍ରିକରଣ | ଇଚ୍ଛାବୋଧକ |
ମିଳୁଥିବା ଭାଷା | ବହୁଭାଷୀ |
ମାଲିକ | ଉଇକିମିଡ଼ିଆ ଫାଉଣ୍ଡେସନ |
ତିଆରି କରିଥିଲେ | ଉଇକିମିଡ଼ିଆ କମ୍ୟୁନିଟି |
ଆରମ୍ଭ କରାଯାଇଥିଲା | ଅଗଷ୍ଟ 15, 2006; 17 years ago (2006-୦୮-15) |
ଆଲେକ୍ସା କ୍ରମାଙ୍କ | 14,448 (July 2017[update])[1] |
Close