ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ
ଏହା ଏକ ଅଣଲାଭକାରୀ ସଂସ୍ଥା ଯାହା ନିୟୁ ୟୋର୍କ ସହରର କୁଇନ୍ସ ସ୍ଥାନରେ ଥିବା ଗଣପତି ଦେବସ୍ଥାନମ ମନ୍ଦିରର ପରିଚା / From Wikipedia, the free encyclopedia
ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ ଏକ ଅଣଲାଭକାରୀ ସଂସ୍ଥା ଯାହା ନିୟୁ ୟୋର୍କ ସହରର କୁଇନ୍ସ ସ୍ଥାନରେ ଥିବା ଗଣପତି ଦେବସ୍ଥାନମ ମନ୍ଦିରର ପରିଚାଳନା କରନ୍ତି ।[1] ମନ୍ଦିରର କେନ୍ଦ୍ରରେ ଗଣେଶ ବିଗ୍ରହ ଥିବାରୁ ଏହା ଗଣେଶ ମନ୍ଦିର ଭାବରେ ସାଧାରଣ ଭାବରେ ଜଣାଶୁଣା ।[1] ସଂଯୁକ୍ତ ରାଷ୍ଟ୍ରର କୁଇନସ (Flushing) ସ୍ଥାନରେ ଥିବା ଗଣେଶ ମନ୍ଦିର ହେଉଛି ପ୍ରଥମ ହିନ୍ଦୁ ମନ୍ଦିର ।[2] ଏହି ମନ୍ଦିରକୁ ସ୍ଥାନୀୟ ଲୋକ ଏହାକୁ ଲୋକ ଭାଷାରେ ହିନ୍ଦୁଙ୍କର ଫ୍ଲସିଂ ମନ୍ଦିର ନାମ ଦେଇ କହନ୍ତି । ଡକ୍ଟର ଉମ ମଇସୋରେକର ଏହି ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜର ସଭାପତି ଭାବରେ ୧୯୯୪ରୁ ରହିଆସିଛନ୍ତି ।
Quick Facts ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ, Religion ...
ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ | |
---|---|
ଶ୍ରୀ ମହା ବଲ୍ଲଭ ଗଣପତି ଦେବସ୍ଥାନମ | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁତ୍ୱ |
ଦେବାଦେବୀ | ଗଣେଶ |
Location | |
ସ୍ଥାନ | 45-57 Bowne St, Queens, NY 11355 U.S. |
State | New York ନିଉ ୟୋର୍କ |
Country | United States ସଂଯୁକ୍ତ ରାଷ୍ଟ୍ର |
ଭୌଗଳିକ ଅବସ୍ଥିତି | 40°45′09.9″N 73°49′00.6″W |
Website | |
https://nyganeshtemple.org/ |
Close