ଏଲମ ଏନ୍ଦିରା ଦେବୀ
କ୍ଲାସିକାଲ ନର୍ତ୍ତକୀ / From Wikipedia, the free encyclopedia
ଏଲମ ଏନ୍ଦିରା ଦେବୀ (ଇଂରାଜୀ ଭାଷାରେ Elam Endira Devi) ଜଣେ ଭାରତୀୟ ଶାସ୍ତ୍ରୀୟ ନର୍ତ୍ତକୀ ଓ ଶିକ୍ଷୟିତ୍ରୀ ଯିଏ ମଣିପୁରୀ ଶାସ୍ତ୍ରୀୟ ନୃତ୍ୟରେ ବିଶାରଦ ଅଛନ୍ତି ବିଶେଷତଃ 'ଲାଇ ହରାଓବା' ଓ 'ରାସ' ନୃତ୍ୟରେ ।[1] ସନ ୨୦୧୪ରେ ଏନ୍ଦିରାଙ୍କର କଳା ଓ ସଂସ୍କୃତିରେ ଅବଦାନ ଯୋଗୁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେଇ ସମ୍ମାନିତ କରିଥିଲେ । [2]