କଇଁଛ
From Wikipedia, the free encyclopedia
କଇଁଛ ଗୁଡ଼ିକ (English: Turtle) ଚେଲୋନୀ (Chelonii) [3] କିମ୍ବା ଟେଷ୍ଟୁଡିନ (Testudines) ବର୍ଗଭୁକ୍ତ ସରୀସୃପ ଜାତୀୟ ପ୍ରାଣୀ ଅଟନ୍ତି । କଇଁଛ ପିଠି ଉପରେ ଅସ୍ଥି କିମ୍ବା ତରୁଣାସ୍ଥିର ଏକ ଖୋଳପା ଥାଏ । ଏହା ତାକୁ ବିଭିନ୍ନ ପ୍ରକୃତିକ ବିପଦ ଓ ଶତ୍ରୁ ଆକ୍ରମଣରୁ ରକ୍ଷା କରିଥାଏ ।
Quick Facts ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ, Subgroups ...
Turtles | |
---|---|
Florida box turtle (Terrapene carolina) | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଶ୍ରେଣୀ: | ରେପ୍ଟିଲିଆ |
Clade: | Perichelydia |
Order: | Testudines Batsch, 1788 [2] |
Subgroups | |
Cryptodira | |
Diversity | |
14 extant families with 356 species | |
Blue: sea turtles, black: land turtles |
Close