କ୍ଲୋରଫେନାମାଇନ
From Wikipedia, the free encyclopedia
କ୍ଲୋରଫେନାମାଇନ ( ସିପି, ସିପିଏମ୍ ), ଯାହା କ୍ଲୋରଫେନିରାମାଇନ୍ ଭାବରେ ମଧ୍ୟ ଜଣାଶୁଣା, ଏକ ଆଣ୍ଟିହିସ୍ଟାମିନ ଯାହା ଆଲର୍ଜିକ ନାକପ୍ରଦାହ ପରି ଲକ୍ଷଣର ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[2] ଏହା ପାଟିରେ ଦିଆଯାଏ । [2] ଏହି ଔଷଧ 6 ଘଣ୍ଟା ମଧ୍ୟରେ କାର୍ଯ୍ୟକାରୀ ହୁଏ ଏବଂ ପ୍ରାୟ ଏକ ଦିନ ପର୍ଯ୍ୟନ୍ତ ରହିଥାଏ । [2]
Clinical data | |
---|---|
Pronunciation | klor" fen ir' a meen[1] |
Trade names | Chlor-Trimeton; Piriton |
Synonyms | Chlorpheniramine maleate[1] |
AHFS/Drugs.com | monograph |
MedlinePlus | a682543 |
Pregnancy category |
|
Routes of administration | By mouth, IV, IM, SC |
Legal status | |
Legal status |
|
Pharmacokinetic data | |
Bioavailability | 25 to 50% |
Protein binding | 72% |
Metabolism | Liver (CYP2D6) |
Onset of action | With 6 hr[2] |
Elimination half-life | 13.9–43.4 hours[3] |
Duration of action | ~24 hr[2] |
Excretion | Kidney |
Identifiers | |
IUPAC name
| |
ECHA InfoCard | 100.004.596 |
Chemical and physical data | |
Formula | C16H19ClN2 |
Molar mass | ୨୭୪.୭୯ g·mol−1 |
3D model (JSmol) | |
Solubility in water | 0.55 g/100 mL, liquid mg/mL (20 °C) |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା, ଅସ୍ଥିରତା ଏବଂ ଦୁର୍ବଳତା ଅନ୍ତର୍ଭୁକ୍ତ ହୋଇପାରେ ।[2] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି ଏବଂ ଚକ୍କର ଅନ୍ତର୍ଭୁକ୍ତ ହୋଇପାରେ ।[2] ଗର୍ଭଧାରଣର ପ୍ରଥମ ଦୁଇ ତ୍ରୈମାସିକରେ କ୍ଷତି ହେବାର କୌଣସି ପ୍ରମାଣ ନାହିଁ; ଯଦିଓ ପରବର୍ତ୍ତୀ ଗର୍ଭଧାରଣ ସମୟରେ ବ୍ୟବହାର ସୁପାରିଶ କରାଯାଏ ନାହିଁ ।[4] [2] ଏହା ପ୍ରଥମ ପିଢ଼ିର ଆଣ୍ଟିହାଇଷ୍ଟାମାଇନ୍ ଏବଂ ଏଚ୧ (H1।) ରିସେପ୍ଟରକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[2]
କ୍ଲୋରଫେନାମାଇନ ପ୍ୟାଟେଣ୍ଟ୍ ହୋଇଥିଲା ୧୯୪୮ ମସିହାରେ ଏବଂ ୧୯୪୯ ମସିହାରେ ଡାକ୍ତରୀ ବ୍ୟବହାରରେ ଆସିଥିଲା ।[5] ଏହା ଏକ ଜେନେରିକ୍ ଔଷଧ ଏବଂ ବିନା ପ୍ରେସକ୍ରିପସନରେ ଉପଲବ୍ଧ ।[2] [6] ଯୁକ୍ତରାଜ୍ୟରେ ୪ ମିଗ୍ରାର ୨୮ ଟାବଲେଟର ମୂଲ୍ୟ 2021 ସୁଦ୍ଧା ପ୍ରାୟ £୨ ଅଟେ। [4] ଯୁକ୍ତରାଷ୍ଟ୍ରରେ ଏହି ରାଶି ପ୍ରାୟ 0.୮୦ ଡଲାର ଅଟେ। [7] ଏହା ଅନେକ ମିଶ୍ରଣ ଉତ୍ପାଦରେ ଉପସ୍ଥିତ ଏବଂ ସାଧାରଣ ଭାବରେ ବ୍ୟବହୃତ ହୁଏ । [1]