ଚାନ୍ଦ ବିବି
(୧୫୫୦-୧୫୯୯) ଜଣେ ଭାରତୀୟ ମୁସଲମାନ ମହିଳା ଯୋଦ୍ଧା / From Wikipedia, the free encyclopedia
ସୁଲତାନା ଚାନ୍ଦ ବିବି (୧୫୫୦-୧୫୯୯) ଜଣେ ଭାରତୀୟ ମୁସଲମାନ ମହିଳା ଯୋଦ୍ଧା ଥିଲେ । ସେ ବିଜାପୁର (୧୫୯୬-୧୫୯୯) ଏବଂ ଅହମ୍ମଦନଗର (୧୫୮୦-୧୫୯୦)ର ରାଜପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ ।[1] ଚାନ୍ଦ ବିବି ସମ୍ରାଟ ଆକବରଙ୍କ ମୋଗଲ ବାହିନୀରୁ ଅହମ୍ମଦନଗରକୁ ରକ୍ଷା କରିବା ପାଇଁ ବେଶ୍ ଜଣାଶୁଣା ଥିଲେ ।
Quick Facts ସୁଲତାନା ଚାନ୍ଦ ବିବି, ଜୀବନସାଥୀ ...
ସୁଲତାନା ଚାନ୍ଦ ବିବି | |
---|---|
ବିଜାପୁର ଏବଂ ଅହମ୍ମଦନଗର | |
ଚାନ୍ଦ ବିବିଙ୍କ ଅଷ୍ଟାଦଶ ଶତାବ୍ଦୀର ଚିତ୍ର | |
ଜୀବନସାଥୀ | ଅଲି ଆଦିଲ ଶାହା ପ୍ରଥମ |
ବାପା | ହୁସେନ ନିଜାମ ଶାହା ପ୍ରଥମ |
ମାଆ | ଖୁଞ୍ଜା ହୁମାୟୁନ ବେଗମ |
ଜନ୍ମ | 1550 CE ଅହମ୍ମଦନଗର ଦୁର୍ଗ, ଅହମ୍ମଦନଗର ସୁଲତାନ (ମହାରାଷ୍ଟ୍ର, ଭାରତ) |
ମୃତ୍ୟ | 1599 CE |
ଧର୍ମ | ଇସଲାମ |
Close