ଜୟପୁର ଆନ୍ତର୍ଜାତିକ ବିମାନ ବନ୍ଦର
From Wikipedia, the free encyclopedia
ଜଯପୁର ଆନ୍ତର୍ଜାତିକ ବିମାନ ବନ୍ଦର (IATA: JAI, ICAO: VIJP)IATA: JAI, ICAO: VIJP) ଭାରତୀୟ ରାଜ୍ୟ ରାଜସ୍ଥାନର ରାଜଧାନୀ ଜଯପୁରଠାରେ ଏହା ଅବସ୍ଥିତ । ଏହାକୁ ୨ରୁ ୫ ମିଲିୟନ ଯାତ୍ରୀ ବାର୍ଷିକ ଯାତାୟତ କରୁଥିବା ଶ୍ରେଣୀର ବିମାନ ବନ୍ଦର ମଧ୍ୟରେ ବିଶ୍ୱର ଶ୍ରେଷ୍ଠ ବିମାନ ବନ୍ଦର ହିସାବରେ ୨୦୧୫ରେ ପୁରସ୍କୃତ କରାଯାଇଥିଲା । [2]
Quick Facts ଜଯପୁର ଅନ୍ତର୍ରାଷ୍ଟ୍ରୀୟ ବିମାନ ବନ୍ଦରजयपुर अन्तर्राष्ट्रीय हवाई अड्डा Jaipur Aṅtarrāṣhṭrīya Havāī Aḍḍā, IATA: JAI – ICAO: VIJP ...
ଜଯପୁର ଅନ୍ତର୍ରାଷ୍ଟ୍ରୀୟ ବିମାନ ବନ୍ଦର जयपुर अन्तर्राष्ट्रीय हवाई अड्डा Jaipur Aṅtarrāṣhṭrīya Havāī Aḍḍā | |||
---|---|---|---|
IATA: JAI – ICAO: VIJP | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | Public | ||
ପରିଚାଳକ | Airports Authority of India | ||
ସେବା | Jaipur | ||
ଅବସ୍ଥାନ | Jaipur, Rajasthan, India | ||
ଉଚ୍ଚତା (ସମୁଦ୍ର ଠାରୁ) | 1,263 ft / 385 m | ||
ଦିଗବାରେଣି | 26°49′27″N 075°48′44″E | ||
Map | |||
ରନବେ | |||
ଦିଗ | ଲମ୍ବ | ଭୂମି | |
ft | m | ||
09/27 | 11,500 | 3,505 | Concrete/Asphalt |
15/33 | 5,223 | 1,592 | Asphalt |
Statistics (July 2016) | |||
Passenger movements | 311,752(43.8%) | ||
Aircraft movements | 2602(33.7%) | ||
Cargo tonnage | 1487(172.8%) | ||
Source: AAI[1] |
Close
ଜଯପୁର ସହର.[2]ର କେନ୍ଦ୍ରରୁ ୧୩ କିଲୋମିଟର ଦୁରବର୍ତୀ ସଙ୍ଗାନରରେ ସ୍ଥାପିତ ଏହି ବିମାନ ବନ୍ଦରକୁ ୨୦୦୫[3] ମସିହାରେ ଆନ୍ତର୍ଜାତିକ ବିମାନ ବନ୍ଦରର ମାନ୍ୟତା ମିଳିଥିଲା । ଏଠାରେ ଏକ ସଙ୍ଗେ ୧୪ଟି ବିମାନ ରହିପାରିବାର ବ୍ୟବସ୍ଥା ଥିବା ବେଳେ ଏହାର ଟର୍ମିନାଲରେ ଏକ ସମୟରେ ୧,୦୦୦ ଯାତ୍ରୀଙ୍କ ବ୍ୟବହାର ପାଇଁ ଯଥେଷ୍ଟ ସୁବିଧା ରହିଛି । [4]