ନିନା ଗୁପ୍ତା
ଭାରତୀୟ ଅଭିନେତ୍ରୀ / From Wikipedia, the free encyclopedia
ନିନା ଗୁପ୍ତା (ଜନ୍ମ: ୪ ଜୁଲାଇ ୧୦୫୯) ଜଣେ ଭାରତୀୟ ଫିଲ୍ମ ତଥା ଦୂରଦର୍ଶନ ଅଭିନେତ୍ରୀ । ସେ ୧୯୯୪ ମସିହାରେ ତାଙ୍କର ସହ - ଅଭିନେତ୍ରୀ ଭାବରେ ଅଭିନୟ ପାଇଁ " ୱୋ ଛୋକରି " ଫିଲ୍ମରେ ଜାତୀୟ ପୁରସ୍କାର ପାଇଥିଲେ । ସେ ଶାମ ବେନେଗାଳ ଓ ଅରବିନ୍ଦନଙ୍କ ପରି ସମାନ୍ତରାଳ ଫିଲ୍ମ ନିର୍ମାତାଙ୍କ ଫିଲ୍ମରେ ଅଭିନୟ କରି ଜାତୀୟ ଖ୍ୟାତି ପ୍ରାପ୍ତ ହେଇଥିଲେ । ଏହା ସହ ସେ ଟିଭି ସିରିୟାଲରେ ଅଭିନୟ ସହ ରିଆଲିଟି ଶୋରେ ମଧ୍ୟ ଆଙ୍କର ଭାବରେ କାର୍ଯ୍ୟ କରୁଥିଲେ । [3]