ପ୍ରାସୁଗ୍ରେଲ
ଏହା ପରକ୍ୟୁଟାନିଅସ କରୋନାରୀ ଇଣ୍ଟରଭେନସନ (PCI) ଚିକିତ୍ସାରେ ଥିବା ତୀବ୍ର କରୋନାରି ସିଣ୍ଡ୍ରୋମ (ACS) ରୋଗୀମାନଙ୍କର / From Wikipedia, the free encyclopedia
ପ୍ରାସୁଗ୍ରେଲ, ଏକ ବେପାର ନାମ ଏଫିଏଣ୍ଟ, ହେଉଛି ଏକ ଔଷଧ ଯାହା ପରକ୍ୟୁଟାନିଅସ କରୋନାରୀ ଇଣ୍ଟରଭେନସନ (PCI) ଚିକିତ୍ସାରେ ଥିବା ତୀବ୍ର କରୋନାରି ସିଣ୍ଡ୍ରୋମ (ACS) ରୋଗୀମାନଙ୍କର ଲୋକମାନଙ୍କ ରକ୍ତ ଜମାଟ ନ ବାନ୍ଧିବା ପାଇଁ ବ୍ୟବହୃତ ହୁଏ । ଏହା ଆସ୍ପିରିନ୍ ସହିତ ଏକତ୍ର ବ୍ୟବହୃତ ହୁଏ ।[1] ଏହା ପାଟିରେ ଦିଆଯାଏ ।[1]
Clinical data | |
---|---|
Trade names | Effient, Efient |
AHFS/Drugs.com | monograph |
MedlinePlus | a609027 |
data | |
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | ≥79% |
Protein binding | Active metabolite: ~98% |
Elimination half-life | ~7 h (range 2 h to 15 h) |
Excretion | Urine (~68% inactive metabolites); feces (27% inactive metabolites) |
Identifiers | |
IUPAC name
| |
ECHA InfoCard | 100.228.719 |
Chemical and physical data | |
Formula | C20H20FNO3S |
Molar mass | ୩୭୩.୪୪ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୋଇପାରେ ।[2] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଥ୍ରୋମ୍ବୋଟିକ ଥ୍ରୋମ୍ବୋସାଇଟୋପେନିକ ପୁରପୁରା ଏବଂ ଆଞ୍ଜିଓଇଡେମା ହୋଇପାରେ।[2] ଏହା ପି୨ୱାଇ12 (P2Y12 ) ପ୍ଲାଲେଟ୍ ଆଡେନୋସିନ ଡାଇଫସଫେଟ୍ (ADP) - ରିସେପ୍ଟର ଇନହିବିଟର ପ୍ରକାରର ଏକ ପ୍ଲାଟେଲେଟ ଇନହିବିଟର ।[2]
୨୦୦୯ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା ।[1] [3] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ।[4] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪ ସପ୍ତାହର ଔଷଧ ପ୍ରାୟ ୬ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[4] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ପାଇଁ ପ୍ରାୟ ୩୦ ଡଲାର ଖର୍ଚ୍ଚ ହୁଏ ।[5] ୨୦୨୦ ମସିହାରୁ ଏହା ଆଉ କାନାଡାରେ ଉପଲବ୍ଧ ହେଉନାହିଁ ।[6]