ଫ୍ଲୋରୋସିସ୍ଫ୍ଲୋରାଇଡ ମିଶ୍ରିତ ଜଳ କିମ୍ବା ଖାଦ୍ୟ ପଦାର୍ଥ ଗ୍ରହଣ ଦ୍ଵାରା ହେଉଥିବା ରୋଗ । / From Wikipedia, the free encyclopedia ସାଧାରଣତଃ ଅତି ମାତ୍ରାରେ ଫ୍ଲୋରାଇଡ ମିଶ୍ରିତ ଜଳ କିମ୍ବା ଖାଦ୍ୟ ପଦାର୍ଥ ଗ୍ରହଣ କଲେ ଏହି ରୋଗ ହୁଏ । ଫ୍ଲୋରୋସିସ୍ ଏକ ଦୁରାରୋଗ୍ୟ ବ୍ୟାଧି କିନ୍ତୁ ଏହାକୁ ପ୍ରତିରୋଧ କରିହେବ । ସମୂଦାୟ ବିଶ୍ୱରେ ଭୂତଳ ଜଳସ୍ତରରେ ପ୍ରାକୃତିକ ଫ୍ଲୋରାଇଡ଼ ମାତ୍ରା ୧.୫ ମିଲିଗ୍ରାମ୍ /ଲିଟରରୁ ଅଧିକ ଥିବା (ନୀଳ ରଂଗ ଚିନ୍ହିତ) ଭୌଗଳିକ ସ୍ଥାନ
ସାଧାରଣତଃ ଅତି ମାତ୍ରାରେ ଫ୍ଲୋରାଇଡ ମିଶ୍ରିତ ଜଳ କିମ୍ବା ଖାଦ୍ୟ ପଦାର୍ଥ ଗ୍ରହଣ କଲେ ଏହି ରୋଗ ହୁଏ । ଫ୍ଲୋରୋସିସ୍ ଏକ ଦୁରାରୋଗ୍ୟ ବ୍ୟାଧି କିନ୍ତୁ ଏହାକୁ ପ୍ରତିରୋଧ କରିହେବ । ସମୂଦାୟ ବିଶ୍ୱରେ ଭୂତଳ ଜଳସ୍ତରରେ ପ୍ରାକୃତିକ ଫ୍ଲୋରାଇଡ଼ ମାତ୍ରା ୧.୫ ମିଲିଗ୍ରାମ୍ /ଲିଟରରୁ ଅଧିକ ଥିବା (ନୀଳ ରଂଗ ଚିନ୍ହିତ) ଭୌଗଳିକ ସ୍ଥାନ