ବାଲ ଠାକରେ
From Wikipedia, the free encyclopedia
ବାଲ କେଶବ ଠାକରେ (ମରାଠୀ: बाळ केशव ठाकरे; IPA: [ʈʰakəɾe]; ୨୩ ଜାନୁଆରୀ ୧୯୨୬ – ୧୭ ନଭେମ୍ବର ୨୦୧୨) ଜଣେ ଭାରତୀୟ ରାଜନୀତିଜ୍ଞ ଓ ସେଦ୍ୱାରା ଶିବ ସେନା ଗଠନ କରିଥିଲେ । ମରାଠୀଙ୍କ ପାଇଁ ସ୍ୱତନ୍ତ୍ର ରାଜ୍ୟ ଗଠନ ଲାଗି ହୋଇଥିବା ସଂଯୁକ୍ତ ମହାରାଷ୍ଟ୍ର ଆନ୍ଦୋଳନର ଜଣେ ସକ୍ରିୟ ସଦସ୍ୟଭାବେ ତାଙ୍କ ପିତାଙ୍କ ଯୋଗଦାନ ଠାକରେଙ୍କୁ ଅନ୍ୟାୟ ବିରୁଦ୍ଧରେ ଲଢିବାକୁ ଖୋରାକ ଯୋଗାଇଥିଲା । ବମ୍ବେ ଉପରେ ତାଙ୍କର ନିୟନ୍ତ୍ରଣ ଏଭଳି ଥିଲା ଯେ ପ୍ରତିକ୍ଷେତ୍ରରେ ଲୋକେ ତାଙ୍କ ପରାମର୍ଶ ଲୋଡିବାକୁ ତାଙ୍କ ବାସଭବନ ମାତୋଶ୍ରୀରେ ପହଞ୍ଚୁଥିଲେ । ବଲିଉଡ ସହିତ ତାଙ୍କର ସମ୍ପର୍କ ଥିଲା ଅତି ଉତ୍ତମ ।
Quick Facts ବାଲ କେଶବ ଠାକରେ, Founder and Pramukh (Chief) of the Shiv Sena ...
ବାଲ କେଶବ ଠାକରେ | |
---|---|
Founder and Pramukh (Chief) of the Shiv Sena | |
କାର୍ଯ୍ୟକାଳ 19 July 1966 - 17 November 2012 | |
ପୂର୍ବ ଅଧିକାରୀ | Position created |
ପର ଅଧିକାରୀ | ଉଦ୍ଧବ ଠାକରେ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1926-01-23)୨୩ ଜାନୁଆରୀ ୧୯୨୬ ପୁନେ, ମହାରାଷ୍ଟ୍ର |
ମୃତ୍ୟୁ | ୧୭ ନଭେମ୍ବର ୨୦୧୨(2012-11-17) (ବୟସ ୮୬) ମୁମ୍ବାଇ, ଭାରତ |
ରାଜନୀତିକ ଦଳ | ଶିବ ସେନା |
ଜୀବନ ସାଥୀ | ମୀନା ଠାକରେ |
ସନ୍ତାନ | ବିନ୍ଦୁମାଧବ ଠାକରେ ଜୟଦେବ ଠାକରେ ଉଦ୍ଧବ ଠାକରେ[1] |
ଘର | ମୁମ୍ବାଇ |
Close