ଭେମ୍ବନାଡ଼
From Wikipedia, the free encyclopedia
ଭେମ୍ବନାଡ଼ ହ୍ରଦ କେରଳରେ ଥିବା ଏକ ହ୍ରଦ । ଏହା କେରଳର ବୃହତ୍ତମ ଓ ଭାରତର ଦୀର୍ଘତମ ହ୍ରଦ । ଏହା କେରଳର ଅନେକ ଜିଲ୍ଲାର ଅଂଶ ହୋଇ ସେଠାରେ ଭିନ୍ନ ନାମ ମଧ୍ୟ ନେଇଥାଏ । କୁଟ୍ଟନାଡ଼ ଜିଲ୍ଲାରେ ଏହାକୁ ପୁନ୍ନମଡା ହ୍ରଦ କୁହା ଯାଉଥିବା ବେଳେ କୋଚିରେ ଏହା କୋଚି ହ୍ରଦ ନାମରେ ଜଣା । ଏହି ହ୍ରଦ ମଧ୍ୟରେ କେତେକ ଦ୍ୱୀପ ମଧ୍ୟ ରହିଛି ।
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (May 2015) |
Quick Facts Vembanad Lake വെമ്പനാട് കായൽ, ଦିଗବାରେଣି ...
Vembanad Lake വെമ്പനാട് കായൽ | |
---|---|
ଦିଗବାରେଣି | 9°35′N 76°25′E |
ପ୍ରାଥମିକ ଭିତରଧାରା | Achenkovil, Manimala, Meenachil, Muvattupuzha, Pamba, Periyar |
ପ୍ରାଥମିକ ବାହାରଧାରା | several canals |
ନିଷ୍କାସନ କ୍ଷେତ୍ରସ୍ଥ ଦେଶ | India |
ସର୍ବାଧିକ ଲମ୍ବ | 96.5 km |
ସର୍ବାଧିକ ଓସାର | 14 km |
କ୍ଷେତ୍ରଫଳ | 2033 km² |
ସର୍ବାଧିକ ଗଭୀରତା | 12 m |
ଭୂମି ଉଚ୍ଚତା | 0 m |
Islands | Pathiramanal, Perumbalam, Pallippuram |
ଜନବସତି | Alleppy, Cochin, Cherthala |
Ramsar Wetland | |
Official name | Vembanad-Kol Wetland |
Designated | 19 August 2002 |
Close
ଏହି ହ୍ରଦର ଏକ ଅଂଶରେ ଜାତୀୟ ନେହେରୁ ଟ୍ରଫି ଡଙ୍ଗା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । କେନ୍ଦ୍ର ସରକାରଙ୍କଦ୍ୱାରା ଏହି ହ୍ରଦର ପ୍ରାକୃତିକ ଶୋଭାର ସୁରକ୍ଷା ପାଇଁ ଏହାକୁ ଜାତୀୟ ଆର୍ଦ୍ରଭୂମି ସଂରକ୍ଷଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିଛନ୍ତି ।