ଭେଲୁ ନାଚିୟାର
ଭାରତରେ ଇଂରେଜ ଔପନିବେଶକ ଶକ୍ତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବା ପ୍ରଥମ ବୀରାଙ୍ଗନା ରାଣୀ / From Wikipedia, the free encyclopedia
ଭେଲୁ ନାଚିୟାର (୩ ଜାନୁଆରୀ ୧୭୩୦-୨୫ ଡିସେମ୍ବର ୧୭୯୬)ଶିବଗଙ୍ଗା ଗଡଜାତ ରାଜବଂଶର ରାଣୀ ଥିଲେ । ସେ ଭାରତରେ ଇଂରେଜ ଔପନିବେଶକ ଶକ୍ତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବା ପ୍ରଥମ ବୀରାଙ୍ଗନା ରାଣୀ ।[3] ତେଣୁ ସେ ତାମିଲନାଡୁରେ "ବୀରମ୍ଗଇ" (ବୀରାଙ୍ଗନା) ନାମରେ ମଧ୍ୟ ପରିଚିତ ।
Quick Facts ରାଣୀ ଭେଲୁ ନାଚିୟାର, ଶାସନ କାଳ ...
ରାଣୀ ଭେଲୁ ନାଚିୟାର | |
---|---|
ଶିବଗଙ୍ଗ ଗଡଜାତ ରାଜବଂଶର ରାଣୀ ରାମନାଥପୁରମର ରାଜକୁମାରୀ | |
ଶାସନ କାଳ | ୧୭୮୦-୧୭୯୦[1] |
ଜନ୍ମ | (1730-01-03)ଜାନୁଆରୀ ୩, ୧୭୩୦ |
ଜନ୍ମସ୍ଥାନ | ରାମନାଥପୁରମ, ତାମିଲନାଡ଼ୁ, ଭାରତ |
ମୃତ୍ୟୁ | ୨୫ ଡିସେମ୍ବର ୧୭୯୬(1796-12-25) (ବୟସ ୬୬) |
ମୃତ୍ୟୁସ୍ଥାନ | ଶିବଗଙ୍ଗ, ତାମିଲନାଡ଼ୁ, ଭାରତ |
ଉତ୍ତରାଧିକାରୀ | ବେଲ୍ଲାକି[2] |
ପିତା | ଚେଲ୍ଲାମୁଥୁ ବିଜୟରଘୁନାଥ ସେତୁପାଥ୍ୟ |
ମାତା | ମୁଥାଥାଲ ନାଚିୟାର |
ଧର୍ମ | ଶୈବ |
Close