ମୁଣ୍ଡପିଛା ଆୟ
ମୁଣ୍ଡପିଛା ଆୟ ମୁଣ୍ଡପିଛା ଆୟ (PCI) କିମ୍ବା ହାରାହାରି ଆୟ ଏକ ନିର୍ଦ୍ଦିଷ୍ଟ ବର୍ଷରେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରତ / From Wikipedia, the free encyclopedia
ଏକ ନିର୍ଦିଷ୍ଟ ଅଞ୍ଚଳରେ ବାସ କରୁଥିବା ଜଣେ ବ୍ୟକ୍ତିର ବାର୍ଷିକ ହାରାହାରି ଆୟକୁ ମୁଣ୍ଡପିଛା ଆୟ କୁହାଯାଏ। ଏହାକୁ ଗଣନା କରିବାକୁ ହେଲେ ଉକ୍ତ ଅଞ୍ଚଳର ମୋଟ ଆୟକୁ ତାର ଲୋକସଂଖ୍ୟାଦ୍ୱାରା ଭାଗ କରାଯାଏ। ଏହା କୌଣସି ଅଞ୍ଚଳର ଉନ୍ନତିର ମାପକାଠି ଅଟେ।[1]