ଲାଜକୁଳୀ ଲତା
From Wikipedia, the free encyclopedia
ଲାଜକୁଳୀ ଲତାର ଇଂରାଜୀ ନାମ 'Touch Me Not' ଓ ବୈଜ୍ଞାନିକ ନାମ ମାଇମୋସା ପୁଡିକା (Mimosa Pudica) । ଏହା ମାଇମୋସେସୀ(Mimosaceae) ବଂଶ ଅନ୍ତର୍ଗତ ଏକ କଣ୍ଟକପୂର୍ଣ୍ଣ କଠିନ ତୃଣଜାତୀୟ ଉଦ୍ଭିଦ । ଏହାର ଚେରରେ ଥିବା ଗଣ୍ଠିରେ ବହୁ ବୀଜାଣୁ ବାସ କରନ୍ତି ଓ ସେମାନେ ବାୟୁରୁ ଯବକ୍ଷାରଜାନ ସଂଗ୍ରହ କରନ୍ତି । ଛୁଇଁଦେଲେ ଲାଜକୁଳୀ ଲତା ଝାଉଁଳି ପଡେ଼ । ସ୍ପର୍ଶଜନିତ ଏହି ଗତିକୁ ଅନ୍ତର୍କୁଞ୍ଚନ (Nastic movement) କୁହାଯାଏ ।[2]
Quick Facts ଲାଜକୁଳୀ ଲତା, ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ...
ଲାଜକୁଳୀ ଲତା | |
---|---|
(Mimosa pudica) Flower-head | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Fabales |
କୁଳ: | Fabaceae |
ଉପକୁଳ: | Mimosoideae |
ପ୍ରଜାତି: | Mimosa |
ଜାତି: | M. pudica |
ବାଇନୋମିଆଲ ନାମ | |
Mimosa pudica | |
Close