ଶଗଡ଼From Wikipedia, the free encyclopedia ଶଗଡ଼ ଏକ ଦୁଇ ଚକିଆ ଯାନ ଯାହା କି ବଳଦ କିମ୍ବା ପଣ୍ଡା (ପୋଢ଼)ଦ୍ୱାରା ଟଣା ଯାଇଥାଏ। ବହୁ ପୁରାତନ ଯୁଗରୁ ଶଗଡର ବ୍ୟବହାର ଆମ ସମାଜରେ ଚଳି ଆସିଛି । [1] ଶଗଡ଼କୁ ମୁଖ୍ୟତଃ ଜିନିଷ ନେବା ଆଣିବା ପାଇଁ ବ୍ୟବହାର କରା ଯାଏ । [2] ଏହାର ଚକା ଦୁଇଟି ଅଖଦ୍ୱାରା ସଂଯୁକ୍ତ ହୋଇଥାନ୍ତି । ଭାରତୀୟ ଶଗଡ଼
ଶଗଡ଼ ଏକ ଦୁଇ ଚକିଆ ଯାନ ଯାହା କି ବଳଦ କିମ୍ବା ପଣ୍ଡା (ପୋଢ଼)ଦ୍ୱାରା ଟଣା ଯାଇଥାଏ। ବହୁ ପୁରାତନ ଯୁଗରୁ ଶଗଡର ବ୍ୟବହାର ଆମ ସମାଜରେ ଚଳି ଆସିଛି । [1] ଶଗଡ଼କୁ ମୁଖ୍ୟତଃ ଜିନିଷ ନେବା ଆଣିବା ପାଇଁ ବ୍ୟବହାର କରା ଯାଏ । [2] ଏହାର ଚକା ଦୁଇଟି ଅଖଦ୍ୱାରା ସଂଯୁକ୍ତ ହୋଇଥାନ୍ତି । ଭାରତୀୟ ଶଗଡ଼