ଶ୍ରୀହରିଲାଲ ସର୍ମା
From Wikipedia, the free encyclopedia
ଭାଇସ ଆଡମିରାଲ ଶ୍ରୀହରିଲାଲ ସର୍ମା, ପିଭିଏସଏମ (ପରମ ବିଶିଷ୍ଟ ସେବା ପଦକ) (୧ ଡିସେମ୍ବର ୧୯୨୨ – ୩ ଜାନୁଆରୀ ୨୦୨୨) ଜଣେ ପୂର୍ବତନ ଭାରତୀୟ ନୌସେନା ଆଡମିରାଲ ଯିଏ ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଫ୍ଲାଗ ଅଫିସର କମାଣ୍ଡିଂ ଇଷ୍ଟର୍ନ ଫ୍ଲାଇଟ୍ (FOCEF) ଭାବରେ କାର୍ଯ୍ୟ କରିଥିଲେ। ପରେ ସେ ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଇଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡ ଭାବରେ ୧ ମାର୍ଚ୍ଚ ୧୯୭୭ରୁ ୨ ଫେବୃଆରୀ ୧୯୭୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।
Quick Facts ଭାଇସ ଆଡମିରାଲଶ୍ରୀହରିଲାଲ ସର୍ମା ପିଭିଏସଏମ (ପରମ ବିଶିଷ୍ଟ ସେବା ପଦକ), ଜନ୍ମ ...
ଭାଇସ ଆଡମିରାଲ ଶ୍ରୀହରିଲାଲ ସର୍ମା ପିଭିଏସଏମ (ପରମ ବିଶିଷ୍ଟ ସେବା ପଦକ) | |
---|---|
ଜନ୍ମ | (1922-12-01)୧ ଡିସେମ୍ବର ୧୯୨୨ ବିହାର ଏବଂ ଓଡ଼ିଶା ରାଜ୍ୟ (ବର୍ତ୍ତମାନର ଓଡ଼ିଶା) |
ମୃତ୍ୟୁ | ୩ ଜାନୁଆରୀ ୨୦୨୨(2022-01-03) (ବୟସ ୯୯) |
ନିଯୁକ୍ତିଦାତା | British Raj India |
ସେବା/ | India Navy Indian Navy |
କାର୍ଯ୍ୟକାଳ | ୧୯୪୨–୧୯୭୮ |
ପଦବୀ | Vice Admiral |
Commands held | ପୂର୍ବାଞ୍ଚଳ ନୌସେନା ବାହିନୀ ପୂର୍ବାଞ୍ଚଳ ବାହିନୀ INS Mysore (C60) INS Venduruthy 16 Frigate Squadron INS Brahmaputra (F31) INS Khukri (F149) |
ସଂଘର୍ଷ/ଯୁଦ୍ଧ | ଦ୍ୱିତୀୟ ବିଶ୍ୱଯୁଦ୍ଧ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ |
ପୁରସ୍କାର | ପରମ ବିଶିଷ୍ଟ ସେବା ପଦକ |
ଅନ୍ୟକାର୍ଯ୍ୟ | ଆତ୍ମଜୀବନୀ: My Years at Sea (ସମୁଦ୍ରରେ ମୋର ବର୍ଷଗୁଡ଼ିକ) |
Close