ସେସିଲିଆ ପେଇନ-ଗାପୋସ୍ଚକିନ
From Wikipedia, the free encyclopedia
ସେସିଲିଆ ପେଇନ-ଗାପୋସ୍ଚକିନ (ମଇ ୧୦, ୧୯୦୦ – ଡିସେମ୍ବର ୭, ୧୯୮୯) ଜଣେ ବ୍ରିଟିଶ-ଆମେରିକୀୟ ଜ୍ୟୋତିର୍ବିଜ୍ଞାନୀ ଓ ଖଗୋଳ-ପଦାର୍ଥ ବିଜ୍ଞାନୀ ଥିଲେ । ସେ ୧୯୨୫ ମସିହାରେ ଉଦଯାନ ଓ ହିଲିଅମର ଆପେକ୍ଷିକ ପ୍ରାଚୁର୍ଯ୍ୟ ଭିତ୍ତିରେ ତାରାମାନଙ୍କ ଗଠନ ବାବଦରେ ତାଙ୍କ ପିଏଚଡି ଥିସିସ ରଚନା କରିଥିଲେ ।[1]
Quick Facts ସେସିଲିଆ ପେଇନ-ଗାପୋସ୍ଚକିନ, ଜନ୍ମ ...
ସେସିଲିଆ ପେଇନ-ଗାପୋସ୍ଚକିନ | |
---|---|
ଜନ୍ମ | (1900-05-10)ମଇ ୧୦, ୧୯୦୦ ୱେଣ୍ଡଓଭର, ବକିଂହାମସାୟାର |
ମୃତ୍ୟୁ | ୭ ଡିସେମ୍ବର ୧୯୭୯(1979-12-07) (ବୟସ ୭୯) କ୍ୟାମ୍ବ୍ରିଜ, ମାସାଚୁସେଟ୍ସ |
ଜାତୀୟତା | ବ୍ରିଟିଶ (ଇଂରେଜ) |
ଜାତୀୟତା | ବ୍ରିଟିଶ-ଆମେରିକୀୟ |
ଶିକ୍ଷା | ସେଣ୍ଟ ପଲ୍ସ ଗାର୍ଲସ ହାଇସ୍କୁଲ |
ଶିକ୍ଷାନୁଷ୍ଠାନ | ନିଉମ୍ୟାନ କଲେଜ, କ୍ୟାମ୍ବ୍ରିଜ, ରାଡ଼କ୍ଲିଫ କଲେଜ (ହାର୍ଭାଡ଼ କଲେଜ ଅବଜର୍ଭେଟରୀ) |
ପ୍ରସିଦ୍ଧି | ଅଧିକ ବଦଳୁଥିବା ତାରାଙ୍କ ୩୦,୦୦୦ରୁ ଅଧିକ ନିରୀକ୍ଷଣଦ୍ୱାରା ସୂର୍ଯ୍ୟକିରଣର ବର୍ଣ୍ଣନା |
ପୁରସ୍କାର | ଆନି ଜେ. କ୍ୟାନନ ଆୱାର୍ଡ଼ ଇନ ଆଷ୍ଟ୍ରୋନୋମି (୧୯୩୪), ରିଟେନ ହାଉସ ମେଡ଼ାଲ (୧୯୬୧), ଆୱାର୍ଡ଼ ଅଫ ମେରିଟ ଫ୍ରମ ରାଡ଼କ୍ଲିଫ କଲେଜ (୧୯୫୨), ହେନରି ନରିସ ରସେଲ ପ୍ରାଇଜ (୧୯୭୬) |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ଖଗୋଳବିଜ୍ଞାନ, ଖଗୋଳ-ପଦାର୍ଥ ବିଜ୍ଞାନ |
କର୍ମାନୁଷ୍ଠାନ | ହାର୍ଭାଡ଼ କଲେଜ ଅବଜର୍ଭେଟରୀ, ହାର୍ଭାଡ଼ ବିଶ୍ୱବିଦ୍ୟାଳୟ |
ଡକ୍ଟରୀ ଉପଦେଷ୍ଟା | ହାର୍ଲୋ ସାପ୍ଲେ, ଆର୍ଥର ଏଡ଼ିଂଟନ |
ଡକ୍ଟରୀ ଛାତ୍ର | ହେଲେନ ସୟର ହଗ, ଜୋସେଫ ଆସବ୍ରୁକ, ଫ୍ରାଙ୍କ କାମେନି, ଫ୍ରାଙ୍କ ଡ୍ରେକ, ପଲ ଡବ୍ଲୁ। ହଜ |
ଦସ୍ତଖତ | |
Close