ସୋଡ଼ିଅମ ନାଇଟ୍ରୋପୃସାଇଡ
ଏହା ଏକ ଔଷଧ ଯାହା ରକ୍ତଚାପ (blood pressure) କମ୍ କରିବାକୁ ଦିଆଯାଏ । / From Wikipedia, the free encyclopedia
ସୋଡ଼ିଅମ ନାଇଟ୍ରୋପୃସାଇଡ ବା ଏସଏନପି (ଇଂରାଜୀ ଭାଷାରେ Sodium nitroprusside ବା SNP, ବିକ୍ରୟ ନାମ ନାଇଟ୍ରୋପ୍ରେସ /Nitropress) ଏକ ଔଷଧ ଯାହା ରକ୍ତଚାପ (blood pressure) କମ୍ କରିବାକୁ ଦିଆଯାଏ । ଲକ୍ଷଣଯୁକ୍ତ ଅତ୍ୟୁଚ୍ଚ ରକ୍ତଚାପ (blood pressure is very high and resulting in symptoms) ଥିଲେ, କେତେକ ହୃଦ୍ପାତ ରୋଗରେ ଓ ଅପରେଶନ ସମୟରେ ରକ୍ତସ୍ରାବ (bleeding) କମେଇବା ନିମନ୍ତେ ଏହି ଔଷଧ ଦିଆଯାଏ । ନିରବଛିନ୍ନ ଧୀର ପ୍ରବାହିତ ଶିରାଭ୍ୟନ୍ତର ଇଞ୍ଜେକସନ (continuous injection into a vein) ଆକାରରେ ଏହା ଦିଆଯାଏ । ଏହାର ପ୍ରଭାବ ତୁରନ୍ତ ଆରମ୍ଭ ହୁଏ ଓ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ରହେ ।[1]
Clinical data | |
---|---|
Trade names | Nipride, Nitropress, others |
Synonyms | SNP |
AHFS/Drugs.com | monograph |
data |
|
Pregnancy category |
|
Routes of administration | intravenous |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 100% (intravenous) |
Metabolism | By haemoglobin being converted to cyanmethaemoglobin and cyanide ions |
Onset of action | nearly immediate[1] |
Elimination half-life | <2 minutes (3 days for thiocyanate metabolite) |
Duration of action | 1 to 10 minutes[1] |
Excretion | kidney (100%; as thiocyanate) |
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
ChEMBL | |
ECHA InfoCard | 100.119.126 |
Chemical and physical data | |
Formula | C5FeN6Na2O |
Molar mass | 261.918 |
3D model (JSmol) | |
Density | 1.72 g/cm3 |
Solubility in water | 100 mg/mL (20 °C) |
SMILES
| |
InChI
|
ସୋଡ଼ିଅମ ନାଇଟ୍ରୋପୃସାଇଡର ସୋଡ଼ିଅମ ନାଇଟ୍ରୋପୃସାଇଡରେ ନିମ୍ନ ରକ୍ତଚାପ (low blood pressure) ଓ ସ୍ୟାନାଇଡ ବିଷକ୍ରିୟା (cyanide toxicity) ହୋଇପାରେ । ମେଥେମୋଗ୍ଲୋବିନେମିଆ (methemoglobinemia) ଭଳି ସାଂଘାତିକ ପ୍ରତିକ୍ରିୟା ମଧ୍ୟ ହୋଇପାରେ ।[1] ପାର୍ଶ୍ୱ ପ୍ରତିକ୍ରିୟା ସମ୍ଭାବନ ଯୋଗୁ ଏହା ଗର୍ଭାବସ୍ଥାରେ ଦିଆଯାଏନାହିଁ ।[2] ଅଧିକ ମାତ୍ରାର ଔଷଧ ୧୦ ମିନିଟରୁ ଅଧିକ ସମୟ ଦିଆଯାଏନାହିଁ ।[3] ଏହା ରକ୍ତନଳୀ ସ୍ଫୀତ କରି କାର୍ଯ୍ୟ କରେ ।[1]
ସୋଡ଼ିଅମ ନାଇଟ୍ରୋପୃସାଇଡ ସନ ୧୮୫୦ରେ ଆବିଷ୍କୃତ ହୋଇଥିଲା ଓ ସନ ୧୯୨୮ରେ ଡାକ୍ତରୀ ବ୍ୟବହାରରେ ଲାଗିଲା । [4][5] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[6] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[7]