ହାଇଡ୍ରକ୍ସିଇଥାଇଲ ଷ୍ଟାର୍ଚ
From Wikipedia, the free encyclopedia
ହାଇଡ୍ରକ୍ସିଇଥାଇଲ ଷ୍ଟାର୍ଚ ( HES ), ଅନ୍ୟମାନଙ୍କ ମଧ୍ୟରେ ଭଲ୍ୟୁଭେନ୍ ଏକ ବେପାର ନାମ, ଯାହା ଜୀବକୋଷ ବହିର୍ଭୁତ ତରଳ ପଦାର୍ଥର ପରିମାଣ କମୁଥିଲେ (ହାଇପୋଭୋଲେମିଆ)ର ତାହାର ପରିମାଣ ବୃଦ୍ଧି କରିବାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ [1] ସାଧାରଣତଃ କ୍ରିସ୍ଟାଲଏଡ (crystalloid) ବା କଲିଳ ଦ୍ରବଣ ଦେବାକୁ ଅଧିକ ପସନ୍ଦ କରାଯାଏ | [1] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[1]
Clinical data | |
---|---|
Trade names | Hespan, Voluven, Volulyte, Tetrahes, Hestar, Others |
Synonyms | Tetrastarch, hetastarch |
AHFS/Drugs.com | HES 130/0.4: monograph Hetastarch: monograph |
Routes of administration | Intravenous |
Pharmacokinetic data | |
Elimination half-life | 1.4 hrs |
Excretion | Kidney |
Identifiers | |
ECHA InfoCard | 100.120.749 |
Chemical and physical data | |
Molar mass | 130–200 kg/mol (typical) |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁ ହୋଇପାରେ ।[1] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ, ରକ୍ତସ୍ରାବ, ହୃଦ୍ପାତ ଏବଂ ଶକ୍ ହୋଇପାରେ ।[1] [2] ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କ ମୃତ୍ୟୁ ସମ୍ଭାବନା ଏବଂ ବୃକ୍କ ସମସ୍ୟା ହୋଇପାରେ ।[3] ଏହା ଏକ ଉତ୍ପାଦିତ କୋଲଏଡ ଦ୍ରବଣ ।[1]
୧୯୬୦ ଦଶକରେ ହାଇଡ୍ରକ୍ସିଇଥାଇଲ ଷ୍ଟାର୍ଚ ଡାକ୍ତରୀ ବ୍ୟବହାରରେ ଆସିଥିଲା ।[4] ୟୁରୋପ ୨୦୧୩ରେ ଏହାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଲା ଏବଂ ସଂପୃକ୍ତ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ୨୦୧୮ରେ ସେମାନଙ୍କୁ ବଜାରରୁ ବାହାର କରିଦେଲା | [5] [6] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୫୦୦ ମିଲି ବ୍ୟାଗ ଥିବା ଏହାର ମୂଲ୍ୟ ୮୦ ଡଲାର ଥିଲା ।[7]