ହେଲସିଙ୍କି ସାମ୍ବା କାର୍ନିଭାଲ
From Wikipedia, the free encyclopedia
ହେଲସିଙ୍କି ସାମ୍ବା କାର୍ନିଭାଲ ଏକ ବାର୍ଷିକ ସାମ୍ବା କାର୍ନିଭାଲ ଯାହା ଫିନଲାଣ୍ଡର ରାଜଧାନୀ ହେଲସିଙ୍କିରେ 1991ରୁ ହେଇଆସୁଛି ।
ଏହି କାର୍ନିଭାଲ ପ୍ରତିବର୍ଷ ମଇ ମାସର ପ୍ରଥମ ତୋ ମଧ୍ୟ ଯାଏ ସପ୍ତାହ ଶେଷରେ ହେଇଥାଏ । ଏହା ଫିନଲାଣ୍ଡର ଜାତୀୟ ଦିବସ ମେ ୧୨ ନିକଟ ସମୟରେ ହୁଏ । ଋଓ କାର୍ନିଭାଲ ପରି ଏହା ଜାନୁୟାରୀରୁ ମାର୍ଚ ମଧ୍ୟରେ ହେଇ ପାରେ ନାହିଁ , କାରଣ ସେହି ସମୟରେ ଫିନଲାଣ୍ଡରେ ତାପମାନ ଖୁବ କମ ରହି ବରଫପାତ ହେଇଥାଏ ।