ୟାଲୁ ନଦୀ
From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Quick Facts ୟାଲୁ ନଦୀ, Native name ...
ୟାଲୁ ନଦୀ | |
---|---|
Native name | 鸭绿江 |
Other name(s) | ଆମରୋକ ବା ଆମନୋକ (압록강 ବା 鴨綠江) |
ଦେଶ | ଚୀନ ଓ ଉତ୍ତର କୋରିଆ |
ପ୍ରାନ୍ତ (ପ୍ରଦେଶ) | ଜିଲିନ୍, ଲ୍ୟାଓନିଂଗ୍ (ଚୀନ) ଏବଂ ରିଆଂଗାଗ୍, ଚାଗାଂଗ୍, ଉତ୍ତର ପ୍ୟାଂଗାନ୍, ସିନୁଇଜୁ ସ୍ୱତନ୍ତ୍ର ପ୍ରଶାସନିକ ଅଞ୍ଚଳ (ଉତ୍ତର କୋରିଆ) |
Basin | |
Main source | 41°58′8″N 128°4′24″Eଉପସାଗର |
River mouth | 39°52′N 124°19′E |
Physical characteristics | |
Length | ୭୯୦ କିଲୋମିଟର |
Close
ୟାଲୁ ନଦୀ (ଇଂରାଜୀ ଭାଷାରେ Yalu River) ଉତ୍ତର କୋରିଆ ଏବଂ ଚୀନ ଦେଶର ଭୌଗୋଳିକ ସୀମାରେ ପ୍ରବାହିତ ଏକ ନଦୀ । ଏହାକୁ କୋରୀୟ ଲୋକେ ଆମ୍ରୋକ୍ ନଦୀ ବା ଆମ୍ନୋକ୍ ନଦୀ ବୋଲି ମଧ୍ୟ କହିଥାନ୍ତି । ପୂର୍ବ ପଟକୁ ରହିଥିବା ତୁମେନ୍ ନଦୀ ଓ ପେକ୍ଟୁ ପର୍ବତ ସହିତ ମିଶି ୟାଲୁ ନଦୀ ଉତ୍ତର କୋରିଆ ଓ ଚୀନ ମଧ୍ୟରେ ଏକ ପ୍ରାକୃତିକ ଭୌଗୋଳିକ ସୀମା ନିର୍ଦ୍ଧାରଣ କରିଥାଏ । ଅତୀତରେ ଏହି ନଦୀର ଉପତ୍ୟକାରେ ପ୍ରଥମ ଚୀନ-ଜାପାନ ଯୁଦ୍ଧ (୧୮୯୪-୧୮୯୫), ଋଷ-ଜାପାନ ଯୁଦ୍ଧ (୧୯୦୪-୧୯୦୫), ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ କୋରିଆ ଯୁଦ୍ଧ (୧୯୫୦-୧୯୫୩) ପରି ଅନେକ ଯୁଦ୍ଧ ମଧ୍ୟ ଘଟିଛି ।