ଗିନି ରୋମେଟି
ଆଈ.ବି.ଏମ(IBM) କମ୍ପାନୀ ର ଏବେକାର ମୁଖ୍ୟ ସଭାପତି ଓ ପରିଚାଳକ / From Wikipedia, the free encyclopedia
ଭର୍ଜିନିଆ ମେରୀ ଗିନି ରୋମେଟି(ଜନ୍ମ ଜୁଲାଇ ୨୯,୧୯୫୭)[3][4] ହେଉଛନ୍ତି ଜଣେ ଆମେରିକୀୟ ବ୍ୟବସାୟୀ।ସେ ଆଈ.ବି.ଏମ(IBM) କମ୍ପାନୀର ଏବେକାର ମୁଖ୍ୟ ସଭାପତି ଓ ପରିଚାଳକ।ଏହି କମ୍ପାନୀକୁ ଅଧିନୟ କରିଥିବା ସେ ପ୍ରଥମ ମହିଳା[5] ।ସେ ଜାନୁଆରୀ ୨୦୧୨ରେ ମୁଖ୍ୟ ପରିଚାଳକ ପଦବୀ ଗ୍ରହଣ କରିଥିଲେ,ଓ ୟା ପୂର୍ବରୁ ସେ ଆଈ.ବି.ଏମ କମ୍ପାନୀର ଉପସଭାପତି ଏବଂ ବ୍ୟବସାୟ ପରିଚାଳନା ବିଭାଗର ମୁଖ୍ୟ ରୂପେ କାମ କରି ସାରିଥିଲେ।ସେ ୧୯୮୧ରେ ଡ଼େର୍ଟୋଏଟସ୍ଥିତ ଆଈ.ବି.ଏମରେ ଏକ ପ୍ରଣାଳୀ ଯନ୍ତ୍ରୀ ରୂପେ ପ୍ରଥମ ଥର ପାଇଁ ଯୋଗ ଦେଇଥିଲେ।
Quick Facts ଗିନି ରୋମେଟି, ଜନ୍ମ ...
ଗିନି ରୋମେଟି | |
---|---|
ଜନ୍ମ | (1957-07-29) ୨୯ ଜୁଲାଇ ୧୯୫୭ (ବୟସ ୬୬) Chicago, Illinois, United States |
ଜାତୀୟତା | American |
ଶିକ୍ଷା | Northwestern University (B.S.) |
ବୃତ୍ତି(ସମୂହ) | Chairwoman, President and CEO of IBM |
Predecessor | Samuel J. Palmisano |
Close
ଫୋରଚୁନ ମଗାଜିନ୍ର "ଶକ୍ତିଶାଳୀ ୫୦ ମହିଳା" ପାହ୍ୟାରେ ଲଗାତାର ୧୦ ବର୍ଷ ଯାଏ ରହିଥିଲେ ଏବଂ ସେ ୨୦୧୨[6],୨୦୧୩,୨୦୧୪[7] ମସିହାରେ ପ୍ରଥମ ସ୍ଥାନରେ ରହିଥିଲେ।ଏହି ପରି ତାଙ୍କୁ ବହୁତ ଅନୁଷ୍ଠାନ[8][9][10]ରୁ ପୁରସ୍କାର ଓ ସମ୍ମାନ,ଓ ତିରସ୍କାର[11][12][13] ମଧ୍ୟ ମିଳିଅଛି।