ରିଟକ୍ସିମାବ
From Wikipedia, the free encyclopedia
ରିଟକ୍ସିମାବ (ଇଂରାଜୀ ଭାଷାରେ Rituximab, ବିକ୍ରୟ ନାମ ରିଟକ୍ସାନ/Rituxan କେତେକ ଅଟୋଇମ୍ମ୍ୟୁନ ରୋଗ (autoimmune diseases) ଓ କର୍କଟ ରୋଗର ଚିକିତ୍ସାରେ ଦିଆଯାଏ । ନନ୍-ହଜକିନ ଲିମ୍ଫୋମା, କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ chronic lymphocytic leukemia, ରିଉମାଟଏଡ ଆର୍ଥ୍ରାଇଟିସ, ଇଡିଓପାଥିକ ଥ୍ରୋମ୍ବୋସାଇଟୋପେନିକ ପରପୁରା idiopathic thrombocytopenic purpura, ଓ ପେମ୍ଫିଗସ ଭଲଗାରିସpemphigus vulgaris ଇତ୍ୟାଦି ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ । ଏହା ଶିରାଭ୍ୟନ୍ତର ଇନଫ୍ୟୁଜନ slow injection into a vein ଆକାରରେ ଦିଆଯାଏ ।[2]
Monoclonal antibody | |
---|---|
Type | Whole antibody |
Source | Chimeric (mouse/human) |
Target | CD20 |
Clinical data | |
Trade names | Rituxan, MabThera, others[1] |
AHFS/Drugs.com | monograph |
Pregnancy category |
|
Routes of administration | intravenous infusion only (never bolus or "push") |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 100% (IV) |
Elimination half-life | 30 to 400 hours (varies by dose and length of treatment) |
Excretion | Uncertain: may undergo phagocytosis and catabolism in RES |
Identifiers | |
CAS Number | |
DrugBank |
|
ChemSpider |
|
UNII | |
KEGG |
|
ChEMBL | |
ECHA InfoCard | 100.224.382 |
Chemical and physical data | |
Formula | C6416H9874N1688O1987S44 |
Molar mass | 143859.7 g/mol |
NY (what is this?) (verify) |
ରିଟକ୍ସିମାବର ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ଔଷଧ ନେବାର ପ୍ରାୟ ୨ ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ଓ ରାସ, ଗଲୁ, ନିମ୍ନ ରକ୍ତଚାପ (low blood pressure) ଓ ଅଣନିଶ୍ୱାସୀ ଆଦି ଲକ୍ଷଣମାନ ଦେଖାଯାଆନ୍ତି । ପ୍ରତିକ୍ରିୟା ସାଂଘାତିକ ହେଲେ ପୂର୍ବରୁ ଥିବା ହେପାଟାଇଟିସ ବି ସକ୍ରିୟ ହୋଇଯାଏ, ପ୍ରୋଗ୍ରେସିଭ ମଲ୍ଟିଫୋକାଲ ଲିଉକୋଏନସେଫାଲୋପାଥି (progressive multifocal leukoencephalopathy) ଓ ଟକ୍ସିକ ଏପିଡର୍ମାନ ନେକ୍ରୋଲାଇସିସ (toxic epidermal necrolysis) ରୋଗମାନ ହୁଏ । ଗର୍ଭାବସ୍ଥାରେ ଏହି ଔଷଧର ଶିଶୁର ନିରାପତ୍ତା ବିଷୟରେ ଅସ୍ପଷ୍ଟ ପ୍ରଭାବ ଅଛି ।[2] ଏହି ଔଷଧ ଏକ ମୋନୋକ୍ଲୋନାଲ ଆଣ୍ଟିବଡି (monoclonal antibody) ଯାହା ଇମ୍ମ୍ୟୁନ ସିସ୍ଟମରେ ଥିବା ବି ସେଲ (B cells) ପୃଷ୍ଠ ଭାଗର ସିଡି୨୦ (en:CD20\) ପ୍ରୋଟିନ ବିରୁଦ୍ଧରେ କାମ କରେ ।[3] ଏହି ପ୍ରୋଟିନ ସହିତ ଅନୁବନ୍ଧିତ ହୋଇଗଲେ କୋଷ ମୃତ୍ୟୁ ହୋଇଯାଏ । [2]
ସନ ୧୯୯୭ରେ ଡାକ୍ତରୀ ବ୍ୟବହାର ନିମନ୍ତେ ରିଟକ୍ସିମାବ ସ୍ୱୀକୃତ ହୋଇଥିଲା ।[3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4] ବିକାଶଶୀଳ ଦେଶମାନଙ୍କରେ (developing world) ସନ ୨୦୧୪ରେ ଏହି ଔଷଧର ୧୦୦ମି:ଗ୍ରା: ଡୋଜର ମୂଲ୍ୟ ପ୍ରାୟ ୧୪୮ରୁ ୪୯୬ ଆମେରିକୀୟ ଡଲାର ଥିଲା ।[5] ଇଂଲଣ୍ଡରେ ଏହି ପରିମାଣ ଔଷଧର ମୂଲ୍ୟ ପ୍ରାୟ ୧୮୨ ପାଉଣ୍ଡ ।[6]