ଉର୍ଦ୍ଦୁ ଭାଷା
ଦକ୍ଷିଣ ଏସିଆରେ କୁହାଯାଉଥିବା ଭାଷା / From Wikipedia, the free encyclopedia
ଉର୍ଦ୍ଦୁ ଭାଷା ଭାରତ ଓ ପାକିସ୍ଥାନ ଉଭୟ ଦେଶରେ ସ୍ୱୀକୃତି ପ୍ରାପ୍ତ ଏକ ସରକାରୀ ଭାଷା । ଏହାର ଶବ୍ଦକୋଷ ପାରସୀ ଭାଷା, ଆରବୀ ଭାଷା ଓ ଟର୍କିସ ଭାଷାଦ୍ୱାରା ବିକଶିତ ହୋଇଛି । ମୋଗଲ ସାମ୍ରାଜ୍ୟ ସମୟରେ ୧୫୨୬- ୧୮୫୮ ସମୟ ମଧ୍ୟରେ ଦକ୍ଷିଣ ଏସିଆରେ ଏହାର ବିକାଶ ହୋଇଥିଲା ।
Quick Facts Urdu, ଉଚ୍ଚାରଣ ...
Urdu | |
---|---|
اردو | |
ଉଚ୍ଚାରଣ | Hindustani: [ˈʊrd̪u] |
Native to | ପାକିସ୍ଥାନ, ଭାରତ |
ମାତୃଭାଷୀ | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[1] Hindi-Urdu: 490 million[2] |
Urdu alphabet (Nastaʿlīq script), other | |
ଆଧିକାରିକ ସ୍ଥିତି | |
କେଉଁଠି ରାଜଭାଷା: | Pakistan India (states of ଜମ୍ମୁ ଓ କାଶ୍ମୀର, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ଦିଲ୍ଲୀ) |
Regulated by | National Language Authority (Pakistan); National Council for Promotion of Urdu Language[4] (India) |
ଭାଷା କୋଡ୍ | |
ISO ୬୩୯-୧ | ur |
ISO ୬୩୯-୨ | urd |
ISO ୬୩୯-୩ | urd |
Linguasphere | 59-AAF-q (with Hindi, |
Areas where Urdu is official or coofficial
(Other) areas where Hindi is official | |
This article contains IPA phonetic symbols. Without proper rendering support, you may see question marks, boxes, or other symbols instead of Unicode characters. For an introductory guide on IPA symbols, see Help:IPA. |
Close