ମେସିନ ଲର୍ଣ୍ଣିଙ୍ଗ୍
ଯାନ୍ତ୍ରିକ ଶିକ୍ଷ୍ୟା / From Wikipedia, the free encyclopedia
ମେସିନ ଲର୍ଣ୍ଣିଙ୍ଗ୍ ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଏକ ବିଭାଗ । ଏହି ବିଭାଗରେ ମୁଖ୍ୟତଃ ପରିସଂଖ୍ୟାନ (ସାଂଖିକ ତଥ୍ୟ) ପଦ୍ଧତି ଉପଯୋଗ କରି କମ୍ପ୍ୟୁଟରକୁ ଆପେ ଆପେ ଶିଖିବାକୁ କୁହାଯାଇଥାଏ । ଏହି ପଦ୍ଧତିରେ ପ୍ରାୟତଃ ବହୁତଗୁଡ଼ିଏ ତଥ୍ୟର ଆବଶ୍ୟକ ରହିଥାଏ ।
Quick Facts ଗୁରୁତ୍ବପୂର୍ଣ ଲକ୍ଷ୍ୟଗୁଡିକ, ପଦ୍ଧତିଗୁଡିକ ...
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ |
ଗୁରୁତ୍ବପୂର୍ଣ ଲକ୍ଷ୍ୟଗୁଡିକ |
---|
ନଲେଜ ରିଜନିଂ |
ପ୍ଲାନିଂ |
ମେସିନ ଲର୍ଣିଂ |
ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ |
କମ୍ପ୍ୟୁଟର ଭିଜନ |
ରୋବୋଟିକ୍ସ |
ଆର୍ଟିଫିସିଆଲ ଜେନେରାଲ ଇଣ୍ଟେଲିଜେନ୍ସ |
ପଦ୍ଧତିଗୁଡିକ |
ସିମ୍ବଲିକ |
ଡିପ ଲର୍ଣିଂ |
ବାୟେସିଆନ ନେଟୱର୍କ |
ଏଭୋଲ୍ଯୁସନାରୀ ଆଲଗୋରିଦମ |
ଫିଲୋସଫି |
ଏଥିକ୍ସ |
ବଞ୍ଚିରହିବାର ଆଶଙ୍କା |
ଟ୍ଯୁରିଙ୍ଗ ପରୀକ୍ଷା |
ଚୀନ ଘର |
ବନ୍ଧୁତ୍ବପୂର୍ଣ ଏଆଇ |
ଇତିହାସ |
ଘଟଣାବଳୀ |
ପ୍ରଗତି |
ଏଆଇ ଶୀତ |
ପ୍ରଯୁକ୍ତି ବିଦ୍ୟା |
ପ୍ରୟୋଗ |
ପ୍ରକଳ୍ପ |
ପ୍ରୋଗ୍ରାମିଂ ଭାଷା |
ଗ୍ଲୋସରି |
ଗ୍ଲୋସରି |
Close
୧୯୫୯ ମସିହାରେ ଆର୍ଥର ସାମୁଏଲ ନାମକ ଜଣେ ବ୍ୟକ୍ତି ଏହି ନାମ, ମେସିନ ଲର୍ଣ୍ଣିଙ୍ଗ୍ ବ୍ୟବହାର କରିବା ଆରମ୍ଭ କରିଥିଲେ । ମେସିନ ଲର୍ଣ୍ଣିଙ୍ଗ୍ ଆଲଗୋରିଦମର ତିଆରି କୌଶଳକୁ ବିଶ୍ଳେଷଣ କରି ଦିଆଯାଇଥିବା ତଥ୍ୟ ଅନୁସାରେ ବିଭିନ୍ନ ପ୍ରକାରର ଆକଳନ କରିଥାଏ । ମେସିନ ଲର୍ଣ୍ଣିଙ୍ଗ୍ର କେତେକ ବ୍ୟବହାର ହେଲା ଇମେଲରେ ସ୍ପାମ ରୋକିବା, ଅପ୍ଟିକାଲ କ୍ୟାରକ୍ଟର ରେକଗନୀସନ ଏବଂ କଂପୁଟର ଭିଜନ ।